ଶୀତଦିନେ କେମିତି ନେବେ ଶିଶୁଙ୍କ ଯତ୍ନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=ZGfH1yJdFv4 ଖାସ୍‌କରି ଶୀତଦିନେ ଶିଶୁଙ୍କର ଯତ୍ନ ନେବା ନିହାତି ଜରୁରୀ। କାରଣ ଅତ୍ୟଧିକ ଶୀତ ଯୋଗୁଁ ପିଲାମାନଙ୍କୁ ହାଇପୋଥର୍ମିଆ ହେବାର ଆଶଙ୍କା ଅଧିକ ଥାଏ। ଶୀତଦିନେ ଶିଶୁଙ୍କର ଯତ୍ନ କିପରି ନେବେ, ସେ...

ଅବାଞ୍ଛିତ ଗର୍ଭଧାରଣକୁ ରୋକିବେ କିପରି? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=CzefIK8gKwI ଅଧିକାଂଶ ସମୟରେ ଅସାବଧାନତା କାରଣରୁ ଗର୍ଭ ରହିବାର ସମ୍ଭାବନା ଥାଏ। ଅନିଛା ସତ୍ତ୍ୱେ ଗର୍ଭଧାରଣକୁ ନେଇ କିଛି ମହିଳାଙ୍କର ଚିନ୍ତା ବଢ଼ିଯାଏ। ତେବେ ଗର୍ଭ ଚାହୁନଥିଲେ କ’ଣ କରିବେ, କେଉଁ ଗର୍ଭନିରୋଧ...

ସ୍ତନ କର୍କଟକୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=9x83yHddHLU ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଏକ ପ୍ରକାର କ୍ୟାନ୍ସର, ଯାହା ସ୍ତନର କୋଷଗୁଡ଼ିକରୁ ଆରମ୍ଭ ହୁଏ। ଏହା ପୁରୁଷ ଓ ମହିଳା ଉଭୟଙ୍କୁ ହୋଇପାରେ। କିନ୍ତୁ, ଏହାର ଲକ୍ଷଣକୁ...

ଗର୍ଭାବସ୍ଥାରେ ଧଳାସ୍ରାବ କାହିଁକି ହୁଏ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Ptgrz_oFKhI ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କର ଯୋନିରୁ ଧଳାସ୍ରାବ ହୋଇଥାଏ, ଯାହା ସ୍ଵାଭାବିକ। ହେଲେ କେତେକ ସମୟରେ ଗର୍ଭବତୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଥାଏ। ଗର୍ଭାବସ୍ଥାରେ କାହିଁକି ଧଳାସ୍ରାବ ହୁଏ, କେତେବେଳେ...

ଅସହ୍ୟ ବେକ ବିନ୍ଧା ହେଉଥିଲେ କରନ୍ତୁ ଏହି ଏକ୍ସରସାଇଜ  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=pFhh-j98pUc ବର୍ତ୍ତମାନ ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ ବେକ ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଧୀରେ ଧୀରେ ଏହି ସମସ୍ୟା ଜଟିଳ ରୂପ ନେଇ ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍‌ରେ ପରିଣତ...

ଶୀତଦିନେ କେମିତି ନେବେ ତ୍ଵଚାର ଯତ୍ନ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lqVlVb6TJKQ ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ବିଶେଷକରି ତ୍ୱଚା ଶୁଖିଯିବା କାରଣରୁ ଚର୍ମ କୁଣ୍ଡେଇ ହେବା, ତ୍ୱଚା...

ଆଗାମୀ ୩୦ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରେ ଗଢ଼ି ଉଠିବ ଜନବସତି – ଏଲନ ମସ୍କ

ପୁଷ୍ପମିତ୍ର ମହାନ୍ତି ମଙ୍ଗଳ ଗ୍ରହରେ ମାନବଜାତିର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ପୁଣି ଥରେ ଉତ୍ସାହ ସୃଷ୍ଟି କରିଛନ୍ତି ଟେକ୍ ମୁଗଲ ତଥା ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ। ନିକଟରେ ଏକ୍ସ (ପୂର୍ବ ଟ୍ୱିଟର)ରେ ଏକ...

ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=VFnp6jb6fi4 ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଜୀବନ ଏବଂ ସୁଷମ ଖାଦ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେବେ ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ, କ’ଣ ନୁହେଁ, ସୁସ୍ଥ ହାର୍ଟ...

ହେପାଟାଇଟିସ-ବି ହେବାର କାରଣ କ’ଣ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lgoXcb5JVGA ହେପାଟାଇଟିସ୍-ବି ହେଉଛି ହେପାଟାଇଟିସ୍ ବି ଭାଇରସ୍ (ଏଚ୍‌ବିଭି) ଦ୍ଵାରା ସୃଷ୍ଟି ହେଉଥିବା ଜୀବାଣୁ ସଂକ୍ରମଣ, ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ଏହି ସଂକ୍ରମଣ ଦ୍ୱାରା ଲିଭର ସିରୋସିସ୍‌,...

ପେଟ ଚର୍ବିକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି କମିବ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rHr7WaJVRL0 ବର୍ତ୍ତମାନ ସମୟରେ ଜଙ୍କଫୁଡ୍‌, ଫାଷ୍ଟଫୁଡ୍‌ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଧିକାଂଶ ଲୋକଙ୍କର ମେଦବହୁଳତା ଓ ବଡ଼ ପେଟ ଭଳି ସମସ୍ୟା ଦେଖାଦେଉଛି। ସେମାନେ ପେଟ କମାଇବା ପାଇଁ ବିଭିନ୍ନ...