୨ ସପ୍ତାହ ଭିତରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଉ ୨ ସପ୍ତାହ ମଧ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରିବେ ରାଜ୍ୟ ସରକାର। ଉଭୟ ଯୋଜନାରେ ରାଜ୍ୟର...
ସ୍ତନ କର୍କଟ କାହାକୁ ହେବାର ସମ୍ଭାବନା ଅଧିକ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=bZMUgBxL36U
ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି ହୋଇଥାଏ, ଯାହାକୁ କର୍କଟ କୋଷ ବା କ୍ୟାନ୍ସର ସେଲ୍ ବୋଲି କୁହାଯାଏ। ଯଦି ଜଣେ ମହିଳାଙ୍କର...
ମୋଟାପଣରୁ କିପରି ପାଇବେ ମୁକ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=4tLmSeQf3TY
ବର୍ତ୍ତମାନ ସମୟରେ ମେଦ ବହୁଳତା ବା ମୋଟାପଣ ଏକ ବଡ଼ ସମସ୍ୟା ପାଲଟିଛି। ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା, ଶାରୀରିକ ପରିଶ୍ରମର ଅଭାବ ଏବଂ ମାନସିକ ଚାପ ଏବେ ମେଦ...
ଯୁବପିଢ଼ିଙ୍କୁ ଘାରିଛି ଘିବଲି ଫଟୋ ନିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବପିଢ଼ିଙ୍କୁ ଘାରିଛି ଏବେ ଘିବଲି ଫଟୋ ନିଶା। ଫେସବୁକ୍ ହେଉ କି ଇନଷ୍ଟାଗ୍ରାମ, ଅବା ହ୍ୱାଟ୍ସଆପ୍ ଯେଉଁ ଆପ ଖୋଲିଲେ ଏବେ ଦେଖିବାକୁ ମିଳୁଛି ଘିବଲି ଫଟୋ। ସୋସିଆଲ ମିଡିଆ ପ୍ଲାଟଫର୍ମରେ...
ଟାଣ ଖରାରୁ କିପରି ରକ୍ଷା ପାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=ljhHAP7ewZk
ବଢ଼ିବାରେ ଲାଗିଛି ତାପମାତ୍ରା। ଏହି ସମୟରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି। ସନ୍ଷ୍ଟ୍ରୋକ୍ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ...
ଆଜି ଜିରୋ ୱେଷ୍ଟ ଡେ: ଫ୍ୟାଶନ ଏବଂ ବୟନଶିଳ୍ପର ପ୍ରଦୂଷଣକୁ ରୋକିବା ଚଳିତ ବର୍ଷର ଥିମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅନ୍ତର୍ଜାତୀୟ ଜିରୋ ୱେଷ୍ଟ ଡେ। ୨୦୨୩ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ମାସ ୩୦ ତାରିଖରେ ଏହି ଦିବସ ପାଳିତ ହୋଇ ଆସୁଛି। ଏହାର ଉଦ୍ଦେଶ୍ୟ ପରିବେଶ ପ୍ରଦୂଷଣକୁ ରୋକିବା ସହ...
କେମିତି ଦୂର ହେବ କୋଷ୍ଠକାଠିନ୍ୟ ସମସ୍ୟା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=fpFllx80Awg
ମଳତ୍ୟାଗ ବେଳେ କଷ୍ଟ ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ଝାଡ଼ା ସଫା ନ ହେବା, ଆଜିକାଲିର ଏକ ସାଧାରଣ ସମସ୍ୟା। ତେଲମସଲା ତଥା ଚର୍ବିଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ...
ଗାଡ଼ିରେ ବସି ଯାତ୍ରା କଲାବେଳେ ବାନ୍ତି ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=wOnaFyVVnYU
କିଛି ଲୋକଙ୍କର ଗାଡ଼ିରେ ବସି କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ବାନ୍ତି ହୋଇଥାଏ। କେବଳ ବାନ୍ତି ନୁହେଁ, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ମଧ୍ୟ ଦେଖାଦିଏ। ଏହାକୁ ମୋସନ...
ଛୁଆଙ୍କ ଗଣ୍ଠିବାତ ରୋଗ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=bbkzeWFCNJg
ଛୁଆଙ୍କଠାରେ ବି ହୋଇପାରେ ଗଣ୍ଠିବାତ ରୋଗ। ତେବେ କେଉଁ କାରଣ ଯୋଗୁଁ ଛୁଆଙ୍କଠାରେ ଗଣ୍ଠିବାତ ରୋଗ ହୋଇପାରେ ତାହା ମନକୁ ଆସିବା ସ୍ଵାଭାବିକ କଥା।
ତେବେ ଛୁଆମାନଙ୍କର ଗଣ୍ଠିବାତ ରୋଗ କାହିଁକି...
ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହେଲେ କ’ଣ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=7oRmnBReKL8
ଶରୀରରେ କ୍ୟାଲ୍ସିୟମ୍, ସୋଡିୟମ୍, ପୋଟାସିୟମ୍, ମାଙ୍ଗାନିଜ୍ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି...





















