ଚନ୍ଦ୍ରଯାନ-୩ର ସଫଳତାକୁ ପୂରିଲା ବର୍ଷେ: ପାଳିତ ହେଉଛି ଜାତୀୟ ମହାକାଶ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତରେ ପାଳିତ ହେଉଛି ଜାତୀୟ ମହାକାଶ ଦିବସ। ଚନ୍ଦ୍ରଯାନ-୩ ମିଶନର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣକୁ ବର୍ଷେ ପୂରିଛି। ମହାକାଶ କ୍ଷେତ୍ରରେ ଏହି ଉପଲବ୍ଧିକୁ ମନେ ରଖିବା ପାଇଁ ଆଜିର ଦିନକୁ...

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଇଆଇଟି ଭୁବନେଶ୍ୱରରେ ନୂଆ ଟେକ୍ନୋଲୋଜି ବିକଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚରର ଗବେଷଣାକାରୀ ଦଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକ ନୂଆ ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି। ଏଠାରେ ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଉତ୍ସ ପୁନରୁଦ୍ଧାର ପାଇଁ ଏକ ଅତ୍ୟାଧୁନିକ...

ଯୁବାବସ୍ଥାରେ ହାର୍ଟ ଆଟାକ୍‌କୁ କିପରି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=2_N1S-6GjF0 ହାର୍ଟ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ। ହାର୍ଟ ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ସଞ୍ଚାଳନା କରିଥାଏ। ଯଦି କୌଣସି କାରଣରୁ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ, ତେବେ ହାର୍ଟ ଆଟାକ୍...

ଅଷ୍ଟିଓପୋରସିସ୍‌କୁ କେମିତି ରୋକିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=pG3j77AG2ss ଅଷ୍ଟିଓପୋରସିସ୍ ହେଉଛି ହାଡ଼ର ସମସ୍ୟା। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ ବା ହାଡ଼ ଫମ୍ପା ହୋଇଯାଏ। ଫଳରେ...

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଲେ କ’ଣ ଅସୁବିଧା ହୋଇପାରେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-0zDuScOwTI କେବଳ ଖାଦ୍ୟପେୟରେ ଅନିୟମିତତା ନୁହେଁ, ମେଦବହୁଳତା, ଡାଏବେଟିସ୍‌ ତଥା ଅନ୍ୟ ଦୂରାରୋଗ୍ୟ ଯୋଗୁଁ ମଧ୍ୟ ଶରୀରରେ ଖରାପ କୋଲେଷ୍ଟ୍ରୋଲ ବଢ଼ିଥାଏ। ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ଏହା ହୃଦ୍‌ ରୋଗର...

କଳା ଝାଡ଼ା କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Z-uyRcSsOrg ସାଧାରଣତଃ ପାକସ୍ଥଳୀ-ଅନ୍ତନଳୀରେ ଅଲସର ହେଲେ କଳା ଝାଡ଼ା ହୋଇଥାଏ। ବେଳେ ବେଳେ ଏହି ସମସ୍ୟା ବିଭିନ୍ନ ଜଟିଳତା ଆଡ଼କୁ ନେଇପାରେ। ତେଣୁ କଳା ଝାଡ଼ାକୁ ଅଣଦେଖା କରିବା ଅନୁଚିତ ବୋଲି...

ଗର୍ଭାବସ୍ଥାରେ ରକ୍ତହୀନତା: କେମିତି କରାଯାଏ ଚିକିତ୍ସା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=0mKCWZFZc3c ଗର୍ଭାବସ୍ଥାରେ ଆନେମିଆ ବା ରକ୍ତହୀନତାର ଅଭାବ ଦେଖାଦେଲେ ଉଭୟ ମା' ଏବଂ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ ବୋଲି ଡାକ୍ତର କୁହନ୍ତି। ତେବେ ଗର୍ଭାବସ୍ଥାରେ ରକ୍ତହୀନତା ହେଲେ କେଉଁ କେଉଁ...

କେମିତି ଦୂର ହେବ ପିଲାଙ୍କ କୋଷ୍ଠକାଠିନ୍ୟ ସମସ୍ୟା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=NzwV78hW5ys&t=235s କେବଳ ବଡ଼ ନୁହନ୍ତି, ଶିଶୁଙ୍କଠାରେ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ। ପିଲାଙ୍କଠାରେ କୋଷ୍ଠକାଠିନ୍ୟ ଲକ୍ଷଣକୁ ଠିକ ସମୟରେ ଚିହ୍ନି ଚିକିତ୍ସା କରାଗଲେ ଏଥିଯୋଗୁଁ ସୃଷ୍ଟି ହେଉଥିବା ଜଟିଳତାକୁ ଏଡ଼ାଇ...

ଡାଏବେଟିସ୍‌କୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=LjesRrWiw4o ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଏବେ ବିଭିନ୍ନ ରୋଗର କାରଣ ପାଲଟିଛି। ଏହା ମଧ୍ୟରେ ସବୁଠାରୁ ଆଗରେ ରହିଛି ଡାଏବେଟିସ୍। ବର୍ତ୍ତମାନ ଘରେ ଘରେ କାହାକୁ ନା କାହାକୁ...

କଥା କହିବା ବେଳେ ପାଟି ଲାଗୁଛି କି, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=8s68Q9c0iBI କଥା କହିଲା ବେଳେ କିଛି ଲୋକଙ୍କର ପାଟି ଲାଗିଥାଏ। ପାଟି ଲାଗିବା ବା ଖନେଇ ଖନେଇ କଥା ହେବା ଏକ ସମସ୍ୟା ବୋଲି ଡାକ୍ତର କୁହନ୍ତି। କଥା କହିଲା ବେଳେ ପାଟି...