ଥାଲାସେମିଆ ହେବାର କାରଣ କ’ଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=L3JYsBpqmCQ
ଥାଲାସେମିଆ ଏକ ସାଙ୍ଘାତିକ ରୋଗ। ଜନ୍ମରୁ ଶିଶୁଟିଏ ଏହି ରୋଗକୁ ସାଙ୍ଗରେ ନେଇ ଆସିଥାଏ। ଏହି ରୋଗକୁ ଠିକ ସମୟରେ ଚିହ୍ନିବା ଏବଂ ଚିକିତ୍ସା କରିବା ନିହାତି ଦରକାର ବୋଲି...
ମହିଳାଙ୍କ ଜରାୟୁ ତଳକୁ ଖସିବାର କାରଣ କ’ଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=xpX_xuxo91M
ମହିଳାଙ୍କର ପେଲଭିକ୍ ମାଂସପେଶୀ ଦୁର୍ବଳ ହୋଇଯାଏ, ସେତେବେଳେ ଜରାୟୁ ଖସିଯାଏ, ଯାହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍ ପ୍ରୋଲାପ୍ସ ବୋଲି କୁହାଯାଏ।
ଜରାୟୁ ଖସିବା ବା ୟୁଟେରାଇନ୍ ପ୍ରୋଲାପ୍ସ କ’ଣ, କେଉଁମାନଙ୍କର...
ଦାନ୍ତ ପୋକଡ଼ା ହେବାକୁ ରୋକିବେ କିପରି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=5NS-tTADKZ8
ମିଠାଯୁକ୍ତ ଖାଦ୍ୟ ଯେପରି ବିସ୍କୁଟ୍, ଚକୋଲେଟ୍, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇଲେ ଧୀରେ ଧୀରେ ଦାନ୍ତରେ ପରସ୍ତ ଜମିଯାଏ। ଏହା ଫଳରେ ଦାନ୍ତରେ ଛୋଟ...
ଡରାଉଛି ମଙ୍କିପକ୍ସ ଭାଇରସ: ସତର୍କ କରାଇଲା ଡବ୍ଲୁଏଚଓ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ବର୍ଷ ତଳେ କୋଭିଡ-୧୯ରୁ ଆଶ୍ଵସ୍ତି ମିଳିଥିବାବେଳେ ଏବେ ସାରା ବିଶ୍ଵକୁ ଡରାଇଲାଣି ମଙ୍କିପକ୍ସ ଭାଇରସ। ମଙ୍କିପକ୍ସକୁ ନେଇ ବିଭିନ୍ନ ଦେଶର ଚିନ୍ତା ବଢ଼ିବାରେ ଲାଗିଛି। ଆଫ୍ରିକା ବାହାରେ ସ୍ଵିଡେନ ଓ...
ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହେଲେ କ’ଣ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=7oRmnBReKL8
ଶରୀରରେ କ୍ୟାଲସିୟମ୍, ସୋଡିୟମ୍, ପୋଟାସିୟମ୍, ମାଙ୍ଗାନିଜ୍ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି...
ବର୍ଷାର ସଠିକ୍ ପୂର୍ବାନୁମାନ କରିବ ଆଇଆଇଟି ଭୁବନେଶ୍ଵରର ‘ଡିପ୍ ଲର୍ଣ୍ଣିିଂ’ ହାଇବ୍ରିଡ୍ ଟେକ୍ନୋଲୋଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ତ୍ତମାନ ସମୟରେ ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷାର ତୀବ୍ରତା ବୃଦ୍ଧି ପାଇ ବିପର୍ଯ୍ୟୟ ସୃଷ୍ଟି ହେଉଛି। ଏବେ ଯାଏଁ ପ୍ରବଳ ବର୍ଷା ହେବା ନେଇ ସଠିକ୍ ପୂର୍ବାନୁମାନ...
ନବଜାତ ଶିଶୁଙ୍କ ପାଚନ ସମସ୍ୟା କେମିତି ଦୂର ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Itl03cFxtMw&t=10s
ନବଜାତ ଶିଶୁଙ୍କ ମେଟାବୋଲିଜିମ୍ ବା ପାଚନ ସମସ୍ୟା ହେଉଛି ଏକ ପ୍ରକାର ବଂଶଗତ ରୋଗ। ଏଥିଯୋଗୁଁ ନବଜାତ ଶିଶୁ ଜନ୍ମରୁ ଖାଦ୍ୟ ହଜମ କରିବାରେ ସମସ୍ୟା ହୋଇଥାଏ।
ମେଟାବୋଲିଜିମ୍ ରୋଗରେ ପୀଡ଼ିତ...
ଇସ୍ରୋ ପକ୍ଷରୁ ଇଓଏସ୍-୦୮ ସାଟେଲାଇଟର ସଫଳ ଉତକ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଉତକ୍ଷେପଣ କରିଛି ଆର୍ଥ ଅବଜରଭେସନ ସାଟେଲାଇଟ୍ ଇଓଏସ୍-୦୮। ଶୁକ୍ରବାର ସକାଳ ୯ଟା ୧୭ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ...
ରୁମାଟିକ୍ ହୃଦରୋଗ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=jmOxNW0_m7M
ରୁମାଟିକ୍ ହୃଦରୋଗ ସମସ୍ୟାରେ ହୃଦୟର ଚାମ୍ବରଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥାଏ। ଏହା ଏକ ଗୁରୁତର ସମସ୍ୟା ବୋଲି ଡାକ୍ତର କୁହନ୍ତି।
ରୁମାଟିକ ହାର୍ଟ ସମସ୍ୟା କ’ଣ, ରୁମାଟିକ୍ ହାର୍ଟ ସମସ୍ୟାର...
କ୍ରୋନିକ କିଡନି ରୋଗକୁ କେମିତି ରୋକିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=V-NgpwQl1I0
କ୍ରୋନିକ କିଡନି ରୋଗ (ସିକେଡି) ହେଉଛି ସମୟ କ୍ରମେ ଧୀରେ ଧୀରେ କିଡନିର କାର୍ଯ୍ୟକ୍ଷମତା ହ୍ରାସ ପାଇବା। ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ରୋଗ ଯୋଗୁଁ କିଡନି...





















