ସୋଆରେ ବୈଜ୍ଞାନିକ ଗବେଷଣା ଓ ପ୍ରକାଶନକୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନସ୍ଥ କୃଷି ମହାବିଦ୍ୟାଳୟ ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନସେସ (ଆଇଏଏସ) ର ଗବେଷଣା ଓ ପ୍ରକାଶନକୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ...

ରଥଯାତ୍ରା ଅବସରରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ଅବସରରେ ଭୁବନେଶ୍ୱରରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପରିବେଶ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଦୁଇ ଦିନିଆ ଅଭିଯାନରେ ଧଉଳିଠାରେ ଶତାଧିକ ବୃକ୍ଷରୋପଣ ହୋଇଛି। ଆଞ୍ଚଳିକ ବିକାଶ ପରିଷଦ...

ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଆୟୁଷ ପ୍ରାୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଓ କର୍ମଶାଳା ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଆୟୁଷ ପ୍ରଯୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଓ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହାର ବିଷୟବସ୍ତୁ ଥିଲା ‘ଆଡଭାନ୍ସମେଣ୍ଟ ଇନ ଆନିମଲ ହାଣ୍ଡେଲିଂ ଆଣ୍ଡ ଜେନେରେଟିଭ୍ ଏଆଇ ଫର...

ଆଜିଠାରୁ ଭାରତରେ ସିମ୍ କାର୍ଡ ପୋର୍ଟିଂ ପାଇଁ ନୂଆ ନିୟମ ଲାଗୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ମୋବାଇଲ ସିମ୍ କାର୍ଡକୁ ନେଇ ସୋମବାରଠାରୁ ଲାଗୁ ହୋଇଛି ନୂଆ ନିୟମ। ସିମ୍ ପୋର୍ଟିଂ କ୍ଷେତ୍ରରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ଏନେଇ ଟେଲିକମ ରେଗୁଲେଟୋରି ଅଥରିଟି ଅଫ୍...

ସୁସ୍ଥ ଜୀବନଶୈଳୀ: ଷ୍ଟ୍ରୋକ୍‌କୁ ଜାଣିବା ଓ ଜିଣିବା

ସିଦ୍ଧାର୍ଥ ରଥ https://www.youtube.com/watch?v=OWdMTnIDNg4 ସାବଧାନ, ପୃଥିବୀରେ ପ୍ରତି ୪ ଜଣରେ ଜଣକୁ ଜୀବନକାଳ ମଧ୍ୟରେ ଷ୍ଟ୍ରୋକ୍ ହୋଇପାରେ! ଷ୍ଟ୍ରୋକ୍-ମୁକ୍ତ ଜୀବନ। ଆଜ୍ଞା ହଁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ଯେ ଆଗାମୀ ଦିନରେ ପୃଥିବୀରେ ପ୍ରତି ୪ ଜଣରେ...

ପ୍ରତିବର୍ଷ ୩୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଉଛି ମଦ – ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

ଅଭିଷେକ ରାୟ ଆଜିର ସମୟରେ ସାରା ବିଶ୍ଵରେ ମଦ ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ସବୁଠାରୁ ଦୁଃଖର କଥା ହେଲା ପ୍ରତିବର୍ଷ ବିଶ୍ଵବ୍ୟାପି ଅଣ ସଂକ୍ରାମକ ରୋଗରେ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି,...

ଡାଏବେଟିସ୍‌ ନିୟନ୍ତ୍ରଣ ପାଇଁ ବ୍ୟାୟାମ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=85xrUESDjrw ଖାଦ୍ୟପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ମଣିଷଠାରେ ବିଭିନ୍ନ ରୋଗ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ଡାଏବେଟିସ୍ ଏବେ ବଡ଼ ସମସ୍ୟା ପାଲଟିଛି। ଘରେ ଘରେ କାହାକୁ...

ଭୁବନେଶ୍ୱର ମଣିପାଲ ହସ୍ପିଟାଲରେ ବିରଳ ହୃଦ ରୋଗର ଚିକିତ୍ସା: ସୁସ୍ଥ ହେଲା ୭ ଦିନର ନବଜାତ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ମଣିପାଲ ହସ୍ପିଟାଲରେ ଏକ ବିରଳ ହୃଦ ରୋଗର ଚିକିତ୍ସା ହୋଇଛି। ଏଠାରେ ସଫଳ ଅସ୍ତ୍ରୋପଚାର ପରେ ୭ ଦିନର ନବଜାତ ଶିଶୁ ପାଇଛି ନୂଆ ଜୀବନ। ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ...

ସମ୍ବଲପୁରରେ ଅଣାୟତ ହେଉଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ଗଲେ ଡାକ୍ତରୀ ଟିମ୍

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ସମ୍ବଲପୁର ମହାନଗରରେ ବଢ଼ିବାରେ ଲାଗିଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୨ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣ୍ଡିସକୁ ନେଇ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ସ୍ଥିତି...

କୋରାପୁଟରେ ଡିପଥେରିଆ ଆତଙ୍କ: ସପ୍ତାହକ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଛି ଡିପଥେରିଆ। ନାରାୟଣପାଟଣାରେ ସପ୍ତାହକ ମଧ୍ୟରେ ୪ ଶିଶୁଙ୍କର ମୃତ୍ୟୁ ହେବା ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ନାରାୟଣପାଟଣାରେ ଡାକ୍ତରୀ ଟିମ୍ ପହଞ୍ଚି ଶିଶୁମାନଙ୍କ ମୃତ୍ୟୁର କାରଣ...