ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ ବଦଳାଇଦେଇଛି ଗଣମାଧ୍ୟମର ପରିଭାଷା ଓ ଗଣିତ
– ନୀଳାମ୍ବର ରଥ
ଆଜି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ସର୍ବାଧିକ ତରୁଣ ଓ କିଶୋର ରହିଛନ୍ତି ଏବଂ ସେମାନଙ୍କ ଆଗ୍ରହର ବିଷୟ ହେଉଛି ସୋସିଆଲ୍ ମିଡିଆ। ଏକ ସୂଚନା ଅନୁଯାୟୀ ଆମ ଦେଶରେ ବର୍ତ୍ତମାନ...












