History

ଦଶହରା ଓ ଦୁର୍ଗାପୂଜା: ଏକ ବିହଙ୍ଗମ ଦୃଷ୍ଟି 

ଭାସ୍କର ପରିଚ୍ଛା ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହି ପର୍ବର ଶେଷ ଦିନଟି ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ। ଦୁର୍ଗାପୂଜା ଶକ୍ତି ଉପାସନାର ପର୍ବ। ଏହା...

କେନ୍ଦ୍ରାପଡ଼ା ଦଶହରାରେ ନିଆରା ପରମ୍ପରା: କାନିରେ କନକ ଅଞ୍ଜୁଳି ବାନ୍ଧି ମା’ ଦୁର୍ଗାଙ୍କୁ ଦିଆଯାଏ ମେଲାଣି

ଓଡ଼ିଶାଲାଇଭ୍ ବ୍ୟୁରୋ  କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଝିଅକୁ ଯେପରି ଶାଶୂଘରକୁ ବିଦାୟ ଦେଲାବେଳେ ତା' କାନିରେ କନକ ଅଞ୍ଜୁଳି ବନ୍ଧାଯାଏ, ସେହିପରି ମା’ଦୁର୍ଗାଙ୍କୁ ବିଦାୟ ବେଳେ ମଧ୍ୟ...

ଇତିହାସରେ କଟକ ଦଶହରା: ୧୮୩୨ରେ ଆରମ୍ଭ ହୋଇଥିଲା ପ୍ରଥମ ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଇତିହାସ କୁହେ, ୧୮୩୨ ସାଲରେ ପ୍ରଥମେ କଟକରେ ସାର୍ବଜନୀନ ଦୂର୍ଗା ପୂଜା ପାଳନ କରାଯାଇଥିଲା। ଏହି ପୂଜା ଅନୁଷ୍ଠିତ ହୋଇଥିଲା କାଜି ବଜାର ଅଞ୍ଚଳରେ। ଉଭୟ ବଙ୍ଗାଳୀ ଓ ଓଡ଼ିଆମାନେ ଏକାଠି...

କଟକ ଦଶହରାରେ କେମିତି ଆରମ୍ଭ ହେଲା ଚାନ୍ଦିମେଢ଼?

ଓଡ଼ିଶାଲାଇଭ୍ ବ୍ୟୁରୋ ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ। ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...

ବିଶ୍ଵର ସବୁଠୁ ବଡ଼ ବିଭାଜନ: ଗୋଟିଏ ଦେଶ ହୋଇଥିଲା ୧୫ ଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/1Hm419m5i0c ଦେଶ ବିଭାଜନ କଥା ଆସିଲେ ଆମେ ସାଧାରଣତଃ ଭାରତ-ପାକିସ୍ତାନ ବିଭାଜନ କଥା ଭାବିଥାନ୍ତି। ହେଲେ ବିଶ୍ୱର ସବୁଠାରୁ ବଡ଼ ବିଭାଜନ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଯେଉଁଠାରେ ଗୋଟିଏ ଦେଶ ୧୫ଟି...

ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀରେ ଦହିହାଣ୍ଡି ଭାଙ୍ଗିବାର ପରାମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅର୍ଥାତ ଜନ୍ମାଷ୍ଟମୀରେ କାହିଁକି ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା। ହିନ୍ଦୁଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହାନ ପରମ୍ପରା ରହିଛି। ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ। ଭାଦ୍ରବ ମାସ କୃଷ୍ଣପକ୍ଷ...

ଦେଶର ପ୍ରଥମ ସ୍ୱାଧୀନତା ଦିବସରେ କାହିଁକି ସାମିଲ ହୋଇନଥିଲେ ମହାତ୍ମା ଗାନ୍ଧୀ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/lD8Otftsfmg ୧୯୪୭ ମସିହା ଅଗଷ୍ଟ ୧୫, ଇଂରେଜ ଶାସନର ଅନ୍ତ ହେବା ପରେ ଦେଶରେ ପାଳନ ହୋଇଥିଲା ପ୍ରଥମ ସ୍ୱାଧୀନତା ଦିବସ। ଦେଶ ସ୍ୱାଧୀନତା ପାଇଁ ମଙ୍ଗ ଧରିଥିବା ମହାତ୍ମା ଗାନ୍ଧୀ କିନ୍ତୁ...

ଭାରତର ସବୁଠୁ ବଡ଼ ଗୁପ୍ତଚର, କେମିତି ହେଲେ ପାକିସ୍ତାନୀ ମେଜର?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=HNtlZeN0ktI ଭାରତ ମାଟିର ବୀର ସନ୍ତାନ ରବୀନ୍ଦ୍ର କୌଶିକ। ତାଙ୍କ ଜୀବନ କାହାଣୀ ବିଷୟରେ ଜାଣିଲେ କେବଳ ଆଶ୍ଚର୍ଯ୍ୟ ଲାଗିବନି, ତାଙ୍କ ବଳିଦାନ ଆଗରେ ଆପେ ଆପେ ମୁଣ୍ଡ ନଇଁଯିବ। ୧୯୬୫ ଓ ୧୯୭୧...

ଆପଣ ଜାଣନ୍ତି କି, ଭାରତର କେଉଁ ରାଜ୍ୟରେ ଶାସନ କରିପାରି ନଥିଲେ ଇଂରେଜ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/RPsn41REtbQ ପାଖାପାଖି ୨୦୦ ବର୍ଷ ଧରି ଭାରତରେ ଶାସନ କରିଥିଲେ ଇଂରେଜମାନେ। ତେବେ ଭାରତର ଏପରି ଏକ ରାଜ୍ୟ ରହିଛି, ଯେଉଁଠି ଇଂରେଜମାନେ କେବେ ଶାସନ କରିପାରି ନଥିଲେ। ଏହି ରାଜ୍ୟଟି ହେଉଛି ଗୋଆ।...

କେମିତି ଗଢ଼ାହେଲା ଶ୍ରୀମନ୍ଦିର?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=4T_rHfk2apk&t=124s ଐତିହାସିକମାନଙ୍କ ମତରେ ଗଙ୍ଗବଂଶର ରାଜା ଅନନ୍ତବର୍ମଣ ଚୋଡ଼ଗଙ୍ଗ ଦେବଙ୍କ ଅକ୍ଷୟ କୀର୍ତି ହେଉଛି ପୁରୀ ଶ୍ରୀମନ୍ଦିର। କେବଳ ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ନୁହେଁ, ଉତ୍କଳୀୟ ସ୍ଥାପତ୍ୟ କଳାର ଏହା ହେଉଛି ଅନନ୍ୟ ନିଦର୍ଶନ। ମାଦଳା...