ଆଜିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଓଡ଼ିଶାର ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ...

ୱାୟନାଡ଼ରେ ପ୍ରିୟଙ୍କା ଗାନ୍ଧୀଙ୍କ ଐତିହାସିକ ବିଜୟ: କଂଗ୍ରେସ ପାଇଁ ଆଶାର କିରଣ

ପୁଷ୍ପମିତ୍ର ମହାନ୍ତି କେରଳର ୱାୟନାଡ଼ ଲୋକସଭା ଉପନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିର୍ଣ୍ଣାୟକ ବିଜୟ ହାସଲ କରିଛନ୍ତି। ଏହି ବିଜୟ ବଳରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ଆସନକୁ ପୁଣି ଥରେ...

ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଗଳ୍ପ ସଙ୍କଳନ ‘ଅମୃତର ସନ୍ଧାନ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ କବିତୀର୍ଥ ଶାନ୍ତିକାନନ ପରିସରରେ ଫକୀରମୋହନ ସାହିତ୍ୟ ପରିଷଦ ସଭାଗୃହରେ ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଦ୍ୱିତୀୟ ଗଳ୍ପ ପୁସ୍ତକ 'ଅମୃତର ସନ୍ଧାନ' ଉନ୍ମୋଚିତ ହୋଇଯାଇଛି। ବ୍ରଜନାଥ ରଥ...

‘ସୋଲେ’ ଫିଲ୍ମରେ ଅଭିନୟ ପାଇଁ କାହାକୁ ମିଳିଥିଲା କେତେ ଟଙ୍କା?

ମିନତି ମିଶ୍ର ଭାରତୀୟ ସିନେମା ଜଗତରେ ‘ସୋଲେ’ ଏମିତି ଏକ ଫିଲ୍ମ ଯାହାକୁ ସମୟ ଆଜି ଯାଏଁ ବାନ୍ଧି ରଖିପାରିନି। ସବୁ ପିଢ଼ିର ଦର୍ଶକଙ୍କ ମନୋରଞ୍ଜନ କରିପାରିଛି ଫିଲ୍ମ ସୋଲେ। ଏହାର ଡାଇଲଗ, ଆକ୍ସନଠାରୁ...

ଆଗାମୀ ୩୦ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରେ ଗଢ଼ି ଉଠିବ ଜନବସତି – ଏଲନ ମସ୍କ

ପୁଷ୍ପମିତ୍ର ମହାନ୍ତି ମଙ୍ଗଳ ଗ୍ରହରେ ମାନବଜାତିର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ପୁଣି ଥରେ ଉତ୍ସାହ ସୃଷ୍ଟି କରିଛନ୍ତି ଟେକ୍ ମୁଗଲ ତଥା ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ। ନିକଟରେ ଏକ୍ସ (ପୂର୍ବ ଟ୍ୱିଟର)ରେ ଏକ...

ବାଲେଶ୍ଵର: ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶଙ୍କୁ ‘ଆଜ୍ ତକ୍ ସାହିତ୍ୟ ଜାଗୃତି ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଜଣାଶୁଣା ଗାଳ୍ପିକ ତଥା ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶଙ୍କୁ ମିଳିଲା ‘ଆଜ୍‌ ତକ୍ ସାହିତ୍ୟ ଜାଗୃତି ସମ୍ମାନ’। ଦେଶର ଅନ୍ୟତମ ପ୍ରମୁଖ ସମ୍ବାଦ ମେଡିଆ...

ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ବସିଲା ସର୍ବଦଳୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ ସୋମବାର ଦିନ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନର ସୁପରିଚାଳନା ତଥା ଗୃହରେ ଶାନ୍ତି ବଜାୟ...

ବର୍ଡର-ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ପର୍ଥରେ ଖେଳାଯାଇଥିବା ଏହି ଟେଷ୍ଟରେ ୨୯୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ।...

ଉତ୍ତରପ୍ରଦେଶ: ମସଜିଦ ସର୍ଭେକୁ ନେଇ ସମ୍ଭଲରେ ହିଂସା, ୪ ଜଣଙ୍କ ମୃତ୍ୟୁ

ମିନତି ମିଶ୍ର ମସଜିଦ ସର୍ଭେକୁ ନେଇ ଅଶାନ୍ତ ହୋଇପଡ଼ିଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା। ରବିବାରଠାରୁ ଏଠାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଠାରେ ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ପୋଲିସକର୍ମୀ...

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ମାର୍ଗଶିର କୃଷ୍ଣ ଦଶମୀରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ପାଇଁ...