ନଭେମ୍ବର ୧୫ରୁ ବଢ଼ିବ ଶୀତ: ରାଜ୍ୟରେ ୨ରୁ ୪ ଡିଗ୍ରୀ ଖସିବ ପାରଦ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବଢ଼ିବାକୁ ଯାଉଛି ଶୀତ ଲହରୀ। ରାଜ୍ୟରେ ନଭେମ୍ବର ୧୫ ତାରିଖରୁ ରାତିରେ ପାରଦ ଖସିବା ସହ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ...
ଜାଣନ୍ତୁ ଏମିତି କିଛି ଦେଶ ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ବହୁତ ଅଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କିଛି ମାତ୍ରାରେ ହ୍ରାସ...
ଆସନ୍ତା ନୂଆ ବର୍ଷରୁ ମିଳିବ ନୂଆ ରାସନ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ନୂଆ ବର୍ଷରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ରାସନକାର୍ଡ ଇ-କେଓ୍ଵାଇସି ଯାଞ୍ଚ ପ୍ରକିୟା ନଭେମ୍ବର ମାସରେ ଶେଷ ହେବ। ଇ-କେଓ୍ଵାଇସି ଯାଞ୍ଚ...
ଆଜି ବଡ଼ଓଷା: ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱର ପୀଠରେ ବୁଧବାର ଦିନ ପାଳନ ହେଉଛି ବଡ଼ଓଷା ପର୍ବ। ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ଏହି ଅବସରରେ ମହାଦେବଙ୍କ ନିକଟରେ ଲାଗି ହୁଏ ସ୍ୱତନ୍ତ୍ର...
ଦୋଷୀ କିମ୍ବା ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଅସାମ୍ବିଧାନିକ – ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ରାଜ୍ୟରେ ହେଉଥିବା ବୁଲଡୋଜର ଆକ୍ସନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଦୋଷୀ କିମ୍ବା ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ଉପରେ ଅଙ୍କୁଶ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ।...
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୪୩ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା...
ଆଜି ପଞ୍ଚକର ଦ୍ୱିତୀୟ ଦିନ: ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ। ପଞ୍ଚକର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼...
ଆଇଟିବିପିରେ ୫୨୬ଟି ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀରେ ନିଯୁକ୍ତି ସୁଯୋଗ: ନଭେମ୍ବର ୧୫ରୁ ଆବେଦନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ଟେଲି କମ୍ୟୁନିକେସନ ବିଭାଗରେ ଖାଲିଥିବା ପ୍ରାୟ...
ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା: ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ ଜାରି...
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାର ୧୪ ବର୍ଷ ପରେ ଶୁଣାଣି କରିଛନ୍ତି ରାୟଗଡ଼ା ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ। ଏହି ହତ୍ୟା ମାମଲାରେ...
ଭାରତର ଦାମୀ ଗାୟକ: କମ୍ ଗୀତ ଗାଆନ୍ତି, ସବୁଠାରୁ ଅଧିକ ଫି’ ନିଅନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଙ୍ଗୀତ ଦୁନିଆର ସବୁଠାରୁ ଦାମୀ ଗାୟକ କିଏ? ଏହି ପ୍ରଶ୍ନର ଉତ୍ତରରେ ହୁଏତ ଆପଣ ଅରିଜିତ ସିଂହ, ଶ୍ରେୟା ଘୋଷାଲ...ଏମିତି କିଛି ନାଁ କହିବେ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମାନେ...





















