ଆମେରିକା: ହ୍ୱାଇଟ ହାଉସ ଲଢ଼େଇରେ ଆଗରେ ଟ୍ରମ୍ପ, ପଛରେ ହ୍ୟାରିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ସରି ଯାଇଛି ମତଦାନ। ବୁଧବାର ଚାଲିଛି ଭୋଟ ଗଣତି। ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ, ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୪୮ଟି ଆସନ...

ଭୁବନେଶ୍ୱରରେ ନଭେମ୍ବର ୧୦ରୁ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=jSxmp9D2_CA ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ’। ଭୁବନେଶ୍ୱରରେ ନଭେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ...

ବ୍ରେନ୍ ଷ୍ଟ୍ରୋକ୍‌କୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=FTqfhO2q5Ts ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ କାରଣରୁ ବର୍ତ୍ତମାନ ସମୟରେ ଷ୍ଟ୍ରୋକ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା...

୨୦୩୬ ଅଲିମ୍ପିକ୍ ଆୟୋଜନ ପାଇଁ ଭାରତ ଆଗ୍ରହୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୩୬ ମସିହାରେ ଅଲିମ୍ପିକ୍ ଆୟୋଜନ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଭାରତ। ଏନେଇ  ଭାରତୀୟ ଅଲିମ୍ପିକ୍ ସଂଘ ପକ୍ଷରୁ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିକୁ ଏକ ଚିଠି ଦିଆଯାଇଛି। ୨୦୩୬ ମସିହାରେ...

ନୀଳଗିରି ମହାବିଦ୍ୟାଳୟରେ ‘ଆଦିବାସୀ ସଂସ୍କୃତି’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ନୀଳଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ‘ଆଦିବାସୀ ସଂସ୍କୃତି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର କନକଲତା ହାତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ଭଦ୍ରକ: ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଉପରକୁ ଗୁଳିମାଡ଼ ହୋଇଛି। ମଙ୍ଗଳବାର ଭଦ୍ରକ ଓ ବାଉଦପୁର ଷ୍ଟେସନ ମଝିରେ ଟ୍ରେନ୍ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ୨ ରାଉଣ୍ଡ ଗୁଳିମାଡ଼ରେ ଟ୍ରେନର...

ଆସନ୍ତୁ ଜାଣିବା କ’ଣ ରହିଛି ବିରାଟ କୋହଲୀଙ୍କ କ୍ରିକେଟ୍ ରେକର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ତାଙ୍କ ବ୍ୟାଟିଂରେ ରହିଛି ଯାଦୁ। ଥରେ ବ୍ୟାଟ ଚାଲିଲେ ମେସିନ ଭଳି ରନ୍‌ କରିଚାଲନ୍ତି। ସେ ଆଉ କେହି ନୁହନ୍ତି, ଭାରତୀୟ କ୍ରିକେଟର ବିରାଟ କୋହଲୀ। ମାତ୍ର ୧୯ ବର୍ଷ ବୟସରେ...

ଦିନେ ବାପା-ମା’ ଚାହୁଁ ନଥିଲେ ପୁଅ ଓକିଲାତି କରୁ…ଏବେ ସେଇ ପୁଅ ହେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ମିନତି ମିଶ୍ର ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ନଭେମ୍ବର ୧୧ ତାରିଖରେ ସେ ସେ ଶପଥ ଗ୍ରହଣ କରିବେ। ନଭେମ୍ବର ୧୦ରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଅବସର ନେବା ପରେ ଜଷ୍ଟିସ ଖାନ୍ନା ଏହି ଦାୟିତ୍ୱ ସମ୍ଭାଳିବେ।   ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବା ଜଣେ ଆଇନଜୀବୀ କ୍ୟାରିୟରେ ନିଶ୍ଚିତ ଭାବେ ଏକ ବଡ଼...

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ପୁଣି ମିଳିଲା ହତ୍ୟା ଧମକ। ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ସଲମାନଙ୍କ ନିକଟକୁ ହତ୍ୟା ଧମକ ଆସିଥିଲା। ଏହା...

୩୭ ବର୍ଷରେ ପାଦ ଥାପିଲେ ବିରାଟ କୋହଲୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟ୍‌ ଟିମ୍‌ର ମଡର୍ଣ୍ଣ ମାଷ୍ଟର ବିରାଟ କୋହଲୀ ଆଜି ୩୭ ବର୍ଷରେ ପାଦ ଦେଇଛନ୍ତି। ବିଶ୍ୱ କ୍ରିକେଟ୍‌ ଇତିହାସରେ ତାଙ୍କୁ ରନ୍‌ ମେସିନ ବୋଲି କୁହାଯାଏ। କଠିନ ପରିଶ୍ରମ ବଳରେ...