ଇନ୍ଦିରା ଗାନ୍ଧୀଙ୍କ ବିମାନକୁ ମିଳିଥିଲା ବୋମା ଧମକ

ଓଡ଼ିଶାଲାଇଭ୍ ବ୍ୟୁରୋ ଥମୁନି ବିମାନରେ ବୋମା ଆତଙ୍କ। ଏକାଧିକ ଭାରତୀୟ ଏୟାରଲାଇନ୍ସର ବିମାନରେ ବୋମା ଆତଙ୍କ ଘଟଣା ଯାତ୍ରୀଙ୍କ ନିଦ ହଜାଇ ଦେଇଛି। ବୁଧବାର ପୁଣି ଏୟାର ଇଣ୍ଡିଆର ୩୨ଟି ବିମାନକୁ ମିଳିଥିଲା ବୋମା ଧମକ। ଗୋଟିଏ ସମୟରେ ଏପରି ଏକାଧିକ ଏୟାରଲାଇନ୍ସକୁ ବୋମା ଧମକ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ ସୁଡ଼ଙ୍ଗ ନାହିଁ – ଆଇନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ରହିଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ଶୁକ୍ରବାର ଦିନ ଏକ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାର...

ଅଲିଭ୍ ରିଡଲେଙ୍କ ସୁରକ୍ଷା ଚିନ୍ତା: ୭ ମାସ ପାଇଁ ଓଡ଼ିଶା ଉପକୂଳରେ ମାଛ ଧରା ବାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ଓଡ଼ିଶା ଉପକୂଳରେ ମାଛ ଧରିବା ଉପରେ ଲାଗିଲା କଟକଣା। ଆଜିଠାରୁ ୭ ମାସ ଯାଏଁ ଏହି କଟକଣା ଜାରି ରହିବ। ମତ୍ସ୍ୟଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର...

ଦୀପାବଳିରେ ଫୁଟାଇଲେ ବାଣ..ସକାଳୁ ଅଣନିଃଶ୍ୱାସ ପରିସ୍ଥିତି: ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ାଇଲା ଚିନ୍ତା

ମିନତି ମିଶ୍ର ଧୁମଧାମରେ ଦିପାବଳୀ ପାଳନ କରିଛନ୍ତି ଦିଲ୍ଲୀବାସୀ। ସରକାର ଏବଂ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ବି ଫୁଟିଲା ବାଣ। ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ସମେତ ଏନସିଆର ଅନ୍ୟ ଅଞ୍ଚଳରେ ଚମକିଲା...

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ନୀତି। ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ ଡାକିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଗତକାଲି ସାରା...

ଭାରତରେ କେଉଁ ରାଜ୍ୟରେ କେମିତି ପାଳିତ ହୁଏ ଦୀପାବଳି?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବିଭିନ୍ନ ସ୍ଥାନରେ ପାଳିତ ହୁଏ ଦୀପାବଳି। କିନ୍ତୁ ସବୁ ଜାଗାରେ ଦୀପାବଳିର ମହତ୍ତ୍ୱ ଏବଂ ପରମ୍ପରା ଭିନ୍ନ। ତେବେ ଏମିତି କେତେକ ସହର ରହିଛି ଯେଉଁଠାରେ କିଛି ନିଆରା ଢ଼ଙ୍ଗରେ...

ଜାଣନ୍ତୁ କେଉଁ ରାଜ୍ୟରେ ଦୀପାବଳିରେ କେଉଁ ମିଠା ପ୍ରସ୍ତୁତ ହୁଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଦୀପାବଳି। ଭାରତର କୋଣ ଅନୁକୋଣରେ ଦୀପାବଳି ଯେପରି ନିଆରା ଢ଼ଙ୍ଗରେ ପାଳନ କରାଯାଏ ଠିକ୍ ସେହିପରି ବିଭିନ୍ନ ରାଜ୍ୟରେ ଦୀପାବଳି ସ୍ପେଶାଲ ମିଠା ତିଆରି ହୋଇଥାଏ। ଦୀପାବଳିରେ କର୍ଣ୍ଣାଟକରେ ‘ଓବାଟୁ’ ନାମକ...

ଆପଣ ଜାଣନ୍ତି କି, କାହିଁକି ପାଳନ ହୁଏ ଦୀପାବଳି?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଲୋକ ଏବଂ ଆନନ୍ଦର ପର୍ବ ହେଉଛି ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳି। ଦୀପ ଜଳାଇ ଅମାବାସ୍ୟା ଅନ୍ଧାକାରକୁ ଦୂର କରାଯିବାର ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଛି। ଦୀପାବଳି...

ଆଜି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଧୁମଧାମରେ ଦୀପାବଳି ପାଳନ ପାଇଁ ଏ ବର୍ଷ ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ...

ଦୀପାବଳି ପାଇଁ ସରକାରଙ୍କ ତାଗିଦ୍: ସନ୍ଧ୍ୟା ୭ରୁ ରାତି ୯ ଯାଏଁ ଫୁଟାଇବେ ବାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବଡ଼ ବଡ଼ ସହରରେ ବଢ଼ୁଥିବା ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଦୀପାବଳିରେ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଯାଇ ବିଭିନ୍ନ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ...