ଦୁର୍ନୀତିକୁ ବରଦାସ୍ତ କରିବେନି ରାଜ୍ୟ ସରକାର – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଛି। ସୋମବାର ଭୁବନେଶ୍ଵର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟର...
ମା’ ମଉଳୀ ଦେବୀ ମନ୍ଦିରରୁ ଆରମ୍ଭ ହେଲା କୋରାପୁଟର ଲୋକ ମହୋତ୍ସବ ‘ପରବ ୨୦୨୪’
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀର ମଉଳୀ ମା' ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ-୨୦୨୪। ସେମିଳିଗୁଡ଼ା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା'...
ଆସନ୍ତାକାଲି ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ – ସ୍ୱାସ୍ଥ୍ୟ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଭାରତରେ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ। ଏଥିରେ ୭୦ ବର୍ଷରୁ ଊର୍ଦ୍ଧ୍ଵ ସବୁ ଲୋକଙ୍କୁ ସାମିଲ କରାଯିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି...
ଖୁବଶୀଘ୍ର ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା – ପ୍ରଭାତୀ ପରିଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବଶୀଘ୍ର ରାଜ୍ୟର ମହିଳାମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଯୋଜନାର ପ୍ରଥମ କିସ୍ତି ପାଇନଥିବା ସବୁ ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ଏନେଇ ସୋମବାର ସୂଚନା...
ଆଜି ପୁଣି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାର। ଏନେଇ ସୋମବାର ଦ୍ୱିତୀୟ ଦିନରେ ମଧ୍ୟ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ...
ଭୁବନେଶ୍ଵର ବିମାନବନ୍ଦରରେ ବାଘ ଆତଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ବିମାନବନ୍ଦରରେ ବାଘ ଆତଙ୍କ। ବାଘକୁ ଧରିବା ପାଇଁ ଜାଲ ବିଛାଇଛି ବନ ବିଭାଗ।
ଭୁବନେଶ୍ଵର ବିମାନବନ୍ଦର ନିକଟ ଡମ୍ପିଂୟାର୍ଡରେ ଶନିବାର ସକାଳେ ଗୋଟିଏ ପଶୁର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏପରିକି...
କେଉଁମାନେ ହେବେ ରତନ ଟାଟାଙ୍କ ୧୦ ହଜାର କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଚର୍ଚ୍ଚାର ଏବେ ଅବସାନ ଘଟିଛି। ରତନ ଟାଟା ଛାଡ଼ି ଯାଇଥିବା ୧୦ ହଜାର କୋଟି...
‘ଦାନା’ ପ୍ରଭାବ: ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏବେ ଚିନ୍ତା ବଢ଼ାଇଛି ବନ୍ୟା ଜଳ।
ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ...
ପୁଣେ: ଦ୍ଵିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୧୧୩ ରନରେ ବିଜୟୀ, ୧୨ ବର୍ଷ ପରେ ଘରୋଇ ମାଟିରେ ସିରିଜ୍ ହାରିଲା...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୧୩ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ୨-୦ରେ ଅଗ୍ରଣୀ ହୋଇ ସିରିଜ୍ କବ୍ଜା କରିଛି ନ୍ୟୁଜିଲାଣ୍ଡ। ଏହାପୂର୍ବରୁ...
ଚୋରି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଜୟପୁର ଟାଉନ ଥାନା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରସ୍ଥିତ ଆଦର୍ଶ ନଗରରେ ଅକ୍ଟୋବର ୧୫ ତାରିଖରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ ଥାନା ପୋଲିସ। ପୋଲିସ ଚୋରି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ...





















