କେନ୍ଦ୍ରାପଡ଼ାରେ ଭିନ୍ନ ପରମ୍ପରା: କୁମାରୀ ରୂପରେ ପୂଜା ପାଆନ୍ତି ମା’ ଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହିରେ ଦୁର୍ଗାପୂଜା ଅବସରରେ ମା’ଙ୍କୁ ଭିନ୍ନ ପରମ୍ପରାରେ ପୂଜା କରାଯାଏ।
ଦୁର୍ଗାପୂଜା ଆସିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବଙ୍ଗାଳି ସାହି ହୋଇଉଠେ ଉତ୍ସବ ମୁଖର। ମା’...
ପାକିସ୍ତାନର ହିଙ୍ଗଲାଜ ଭବାନୀ ଶକ୍ତିପୀଠ – ଏଠି ହିନ୍ଦୁ, ମୁସଲମାନ କରନ୍ତି ମା’ଙ୍କ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଅନେକ ଶକ୍ତିପୀଠ ଅଛି ଯେଉଁଠି ଏବେ ଦୁର୍ଗା ପୂଜା ଚାଲିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେବୀ ମା’ଙ୍କର ଏକ ଶକ୍ତିପୀଠ ପାକିସ୍ତାନରେ ବି ଅଛି। ସବୁଠୁ...
ଝୁଲାଦେବୀ ମନ୍ଦିର – ଯେଉଁଠି ଦୋଳିରେ ଝୁଲି ପୂଜା ପାଆନ୍ତି ମା’ ଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଦେବୀ ଦୁର୍ଗାଙ୍କର ଏମିତି ଏକ ମନ୍ଦିର ଅଛି ଯେଉଁଠି ମା’ ଦୁର୍ଗା ମନ୍ଦିରରେ ଝୁଲା ବା ଦୋଳିରେ ବସି ପୂଜା ପଆନ୍ତି। ଭକ୍ତମାନେ ମା’ଙ୍କୁ ଦୋଳି ଖେଳାଇଥାନ୍ତି। ଏହି ମନ୍ଦିର...
ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାରଦୀୟ ଦୁର୍ଗା ପୂଜା ଅବସରରେ ଏବେ ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଥିବାବେଳେ, ସବୁ ଶକ୍ତିପୀଠରେ ବିଶ୍ରାମ ରହିଛି। ମନ୍ତ୍ରପାଠ...
ଜାପାନର ‘ନିହୋନ ହିଡାନକ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହେଲା ଶାନ୍ତି ପାଇଁ ନୋବେଲ ପୁରସ୍କାର। ଚଳିତ ବର୍ଷା ପାଇଁ ଜାପାନୀ ସଂସ୍ଥା ‘ନିହୋନ ହିଡାନକ୍ୟୋ’କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ପରମାଣୁ ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା...
ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ। ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ବୁଧବାର ରାତିରେ ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର...
ଏଥର ଦୁର୍ଗାପୂଜା: ପଟିଆରେ ଆକର୍ଷଣ ‘ଅମ୍ବର ପ୍ୟାଲେସ’ ତୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=dauaIHEbDyQ
ଆସିଛି ପାର୍ବଣ। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା' ଦୁର୍ଗା। ରାଜଧାନୀ ଭୁବନେଶ୍ୱରରେ ଜମୁଛି ଦୁର୍ଗାପୂଜାର ମାହୋଲ। ସୁଉଚ୍ଚ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ଏଥର ପଟିଆରେ...
ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ଗଞ୍ଜାମ ଜିଲ୍ଲା ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ସେ ଶେଷ ନିଶ୍ଵାସ ତ୍ୟାଗ...
ଆଜି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା: ପୂଜାମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୂଜା ମଣ୍ଡପରେ ଧୁମ୍ଧାମ୍ରେ ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମନ୍ତ୍ର, ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ। ମା’ଙ୍କ ଦର୍ଶନ ପାଇଁ ସବୁଠି ଭକ୍ତଙ୍କ ଭିଡ଼ ଲାଗିଛି।
ଜଗତଜନନୀ ମା’ ଦୁର୍ଗାଙ୍କ...
ଆଜି ନବରାତ୍ରିର ନବମ ଦିନ: ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର ନବରାତ୍ରିର ନବମ ଦିନ। ଆଜିର ଦିନରେ ଦେବୀ ସିଦ୍ଧିଦାତ୍ରୀଙ୍କ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ...





















