ଭାରତୀୟ ବାୟୁସେନା ଦିବସ: ଆକାଶରେ ଦମ ଦେଖାଇଲେ ଯୁଦ୍ଧ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁସେନା ମଙ୍ଗଳବାର ନିଜର ୯୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଚେନ୍ନାଇର ତାମ୍ବରମ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବାୟୁସେନା ମୁଖ୍ୟ ଅମର...
କଳିଙ୍ଗ ଷ୍ଟାଡିୟମରେ ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ: ପ୍ରଥମ ଦିନ ଓଡ଼ିଶାକୁ ୨୭ଟି ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍। ସୋମବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଓଡ଼ିଶାକୁ ୨୭ଟି ପଦକ ମିଳିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର...
ବିଜେଡି କଳି ତୁଟୁନି, ମୁରବୀଙ୍କ ମୁହଁ ଖୋଲୁନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶଙ୍ଖ ଭବନରେ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ବିଜେଡି ସମୀକ୍ଷା ବୈଠକ। ନେତା ନେତାଙ୍କ ଭିତରେ କଥା କଟାକଟି ଏବେ ଚର୍ଚ୍ଚାରେ। ଶାସନରେ ଥିବା ବେଳେ ବିଜେଡିରେ ସବୁକିଛି ଠିକଠାକ ଚାଲିଥିଲା। ଏବେ...
ଏଥର ଦୁର୍ଗାପୂଜା: ବରମୁଣ୍ଡାରେ ଝଲସିବ ରାଜସ୍ଥାନର ଉମେଦ ପ୍ୟାଲେସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=8fJxZvNqnBs&t=9s
ଧରାବତରଣ କରିଛନ୍ତି ମା’ଦୁର୍ଗା। ପୀଠରେ ଚାଲିଛି ପୂଜା। ମା’ଙ୍କ ସ୍ୱାଗତ ପାଇଁ ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରର ପ୍ରତିଟି ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। କେଉଁଠି ଆକର୍ଷଣୀୟ ତୋରଣ ତିଆରି ଚାଲିଛି...
ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଅରୁଣ କୁମାର ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଲୋକସେବା ଆୟୋଗର (ଓପିଏସସି) ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ। ସେ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଓପିଏସସିର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ସେ ଆସନ୍ତା...
ଜମ୍ମୁ କଶ୍ମୀରରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ଆଗରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ଏଠାରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ଆଗରେ ରହିଛି। ସେହିପରି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପିଡିପି ବହୁତ...
ହରିୟାଣାରେ କଡ଼ା ଟକ୍କର: କଂଗ୍ରେସକୁ ପଛରେ ପକାଇ ବିଜେପି ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗଣତି ଜାରି ରହିଛି। ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ଏଠାରେ...
ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର ନବରାତ୍ରିର ଷଷ୍ଠ ଦିନ। ଆଜିର ଦିନରେ କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ ଓ...
ସବୁଜ ଯୁଗ ଶେଷ, ଏଥର କେବଳ କମଳା ରଙ୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସରକାର ବଦଳିବା ପରେ ପରେ ବଦଳିବାକୁ ଲାଗିଛି ଅନେକ ଯୋଜନାର ନାଁ। ଏ ବଦଳିବ ସରକାରୀ କୋଠାର ରଙ୍ଗ। ସରିଛି ସବୁଜ ଯୁଗ, ଏଥର ଦେଖିବାକୁ ମିଳିବ କମଳା ରଙ୍ଗ।...
ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର ପାଇବେ ଚଳିତ ବର୍ଷର ‘ବସନ୍ତ ମୁଦୁଲି କବିତା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର ପାଇବେ ‘ବସନ୍ତ ମୁଦୁଲି କବିତା ପୁରସ୍କାର ୨୦୨୪’। ଏ ନେଇ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ଘୋଷଣା...





















