ଡିସେମ୍ବର ୨୮ରୁ ହକି ଇଣ୍ଡିଆ ଲିଗ୍: ଓଡ଼ିଶାରୁ ଖେଳିବେ ଉଭୟ ପୁରୁଷ ଏବଂ ମହିଳା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୬ଟି ମହିଳା ଦଳ ଅଂଶଗ୍ରହଣ କରିବେ।...

ନବରାତ୍ରିର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ସ୍ୱରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ତୃତୀୟ ସ୍ୱରୂପ ହେଉଛି ଚନ୍ଦ୍ରଘଣ୍ଟା। ଆଜି ନବରାତ୍ରିର ତୃତୀୟ ଦିନରେ ଏହି ସ୍ୱରୂପରେ ମା’ ପୂଜା ପାଉଛନ୍ତି। ଅସୁରଙ୍କ ବିନାଶ ପାଇଁ ମା’ ଏହି ଅବତାର ଧାରଣ...

କଟକ ଦୁର୍ଗା ପୂଜା ପ୍ରଥମେ ୧୮୩୨ରେ ଆରମ୍ଭ ହୋଇଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ। ଇତିହାସ କୁହେ, ୧୮୩୨ ସାଲରେ...

ଓପିଏସସି ପକ୍ଷରୁ ୩୯ଟି ଏସଡିଆଇପିଆରଓ ପଦବୀରେ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ଅକ୍ଟୋବର ୩୦

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏସଡିଆଇପିଆରଓ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀରେ ୩୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏଥିପାଇଁ ହେବାକୁ ଥିବା...

ହବିଷ୍ୟାଳିଙ୍କ ପାଇଁ ଖୁସି ଖବର, ଅକ୍ଟୋବର ୬ରୁ ଆରମ୍ଭ ହେବ ଅନଲାଇନ ଆବେଦନ

ଓଡ଼ିଶାଲାଇଭ ବ୍ୟୁରୋ ହବିଷ୍ୟାଳିଙ୍କ ପାଇଁ ଖୁସି ଖବର। ହବିଷ୍ୟାଳି ଯୋଜନାରେ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ। ଏହି...

ଛତିଶଗଡ଼: ଦନ୍ତେୱାଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୧୪ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଆବୁଜମାଡ଼ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ଗୁଳି ବିନିମୟ ହୋଇଛି। ଏଥିରେ ୧୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ...

ତାମିଲନାଡୁର ନୂଆ ଆପାର୍ଟମେଣ୍ଟ ମାଲିକାନା ନିୟମ: ୭୦ ଭାଗ ମାଲିକ ରାଜି ହେଲେ ଭଙ୍ଗାଯିବ ପୁରୁଣା ବିଲ୍ଡିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚଳିତମାସରେ ଜାରି କରାଯାଇଥିବା ‘ତାମିଲନାଡ଼ୁ ଆପାର୍ଟମେଣ୍ଟ ଓନର୍‌ସିପ୍ ଆକ୍ଟ-୨୦୨୪’କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଏହି ଆକ୍ଟ କେବଳ...

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ବିବାଦ: ରାଜ୍ୟପାଳଙ୍କୁ ଭେଟିଲେ ରେଭେନ୍ସା ହେରିଟେଜ ଫୋରମ ପ୍ରତିନିଧି 

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ବିବାଦକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ରେଭେନ୍ସା ହେରିଟେଜ ଫୋରମର ପ୍ରତିନିଧି ମଣ୍ଡଳୀ। ଫୋରମର ପ୍ରତିନିଧି ମଣ୍ଡଳୀ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ...

ଜାଣନ୍ତୁ, କେମିତି ଆବିର୍ଭାବ ହୋଇଥିଲେ ମା’ କଟକଚଣ୍ଡୀ?

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକଚଣ୍ଡୀ ପୂଜା ପାଇଆସୁଛନ୍ତି। କଟକରେ...

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ଭାଗ ନେବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ହେବ ରାଜ୍ୟଗୋଷ୍ଠୀ ପାୱାର ଲିଫ୍ଟିଂ ଚାମ୍ପିୟନସିପ୍। ଏଥିରେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର ଭାରତର ପ୍ରତିନିଧିତ୍ୱ କରିବେ। ଏନେଇ...