ଗୁଗଲ୍ ମ୍ୟାପରେ କାହିଁକି ବଦଳେ ରାସ୍ତାର ରଙ୍ଗ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/QFnF9qFwWmI
ଆଜିର ସମୟରେ କୌଣସି ଠିକଣାରେ ପହଞ୍ଚିବା ପାଇଁ ଆମେ ଗୁଗଲ୍ ମ୍ୟାପର ବ୍ୟବହାର କରୁଛୁ। ଏଥିରୁ ଠିକଣାରେ ଶୀଘ୍ର ପହଞ୍ଚିବା ପାଇଁ ବାଟ ଜାଣିପାରୁଛୁ। ତେବେ ଟ୍ରାଫିକକୁ ଦେଖି ଗୁଗଲ୍ ମ୍ୟାପରେ...
ମା’ ହେବେ ବଲିଉଡ ବିଉଟି ପରିଣୀତି ଚୋପ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/4zz2qxSYNwE
ଖୁସି ଖବର। ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ା। ଉଭୟ ପରିଣୀତି ଏବଂ ରାଘବ ସୋସିଆଲ ମିଡିଆରେ ଏହି...
ଓଡ଼ିଶାରେ ଗଠନ ହେବ ଆଉ ୭ଟି ନୂଆ ମ୍ୟୁନିସିପାଲିଟି ଓ ୧୬ଟି ଏନଏସି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଓଡ଼ିଶାରେ ଗଠନ ହେବ ଆଉ ୭ଟି ନୂଆ ମ୍ୟୁନିସିପାଲିଟି ଓ ୧୬ଟି ନୂଆ ଏନଏସି। ସ୍ଵାୟତ୍ତ ଶାସନ ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ...
ଏଆଇ ଦୌଡ଼ରେ ରିଲାଏନ୍ସ: ଗଠନ ହେବ ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୮ତମ ବାର୍ଷିକ ସାଧାରଣ ବୈଠକରେ ଅନେକ ପ୍ରମୁଖ ଘୋଷଣା କରାଯାଇଛି। ସାରା ବିଶ୍ଵରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ପ୍ରତିଦ୍ଵନ୍ଦ୍ଵିତା ଚାଲି ଥିବାବେଳେ ଏହି ଦୌଡ଼ରେ ସାମିଲ ହୋଇଛି...
ଓଡ଼ିଶାରେ ଅକ୍ଟୋବର ୪ ଓ ୫ରେ ହେବ ପୋଲିସ ଏସଆଇ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଅକ୍ଟୋବର ମାସ ୪ ଓ ୫ ତାରିଖରେ ହେବ ପୋଲିସ ସବଇନ୍ସପେକ୍ଟର (ଏସଆଇ) ପରୀକ୍ଷା। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏସଆଇ ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପରୀକ୍ଷା ପାଇଁ ତାରିଖ...
ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଆମର ମୂଳ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/5ZcrbcaFzvY
ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ ଏବଂ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବିକଶିତ ଓଡ଼ିଶା ସମ୍ମିଳନୀ’। ଏଥିରେ ୨୦୩୬ ସୁଦ୍ଧା ବିକଶିତ...
ଆସିବ ‘ରିଲାଏନ୍ସ ଜିଓ’ ଆଇପିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/6qxZ6SQvQ94
ରିଲାଏନ୍ସ ଜିଓ ଆଇପିଓକୁ ନେଇ ବଡ଼ ଘୋଷଣା। ଆସନ୍ତା ୨୦୨୬ ପ୍ରଥମାର୍ଦ୍ଧରେ ‘ରିଲାଏନ୍ସ ଜିଓ’ ‘ଆଇପିଓ’ ଆସିବା ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୮ତମ ଏଜିଏମ୍ ବା...
ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହୋଇଛି।
ମା’...
ଆଜି ନୂଆଁଖାଇ: ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବ ମା’ ଓ ମାଟିର ପର୍ବ, କୃଷି ଏବଂ କୃଷକଙ୍କର ପର୍ବ। ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର।
ନୂଆଁଖାଇ ଅବସରରେ...
ରାତି ପାହିଲେ ନୂଆଁଖାଇ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି। ଚଳଚଞ୍ଚଳ ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା।
ନୂଆଁଖାଇରେ ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ...





















