ଆସୁଛି ଆଉ ଏକ ଲଘୁଚାପ: ଓଡ଼ିଶାରେ ସେପ୍ଟେମ୍ବର ୧ ଯାଏଁ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ଅଗଷ୍ଟ ୨୯ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି...

ଓଡ଼ିଶାରେ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଏଥିରେ ବର୍ଷକୁ ୨ଟି କିସ୍ତିରେ କୃଷକମାନଙ୍କୁ ୪ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ। ଏନେଇ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି...

ଦେବବ୍ରତ ସାହୁ ପୁରୀ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲେ ପୁରୀ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଦେବବ୍ରତ ସାହୁଙ୍କୁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଦେବବ୍ରତ ସାହୁ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ...

ମାହାଙ୍ଗା ଡବଲ ମର୍ଡର ମାମଲା: ୯ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୧ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସାଲେପୁର ଏଡିଜେ କୋର୍ଟ। ଏହି...

ଅଗଷ୍ଟ ୩୦ରୁ ଭୁବନେଶ୍ୱରରେ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଣ୍ଟ ଓଡ଼ିଶା-୨୦୨୪’

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ଆୟୋଜିତ ହେବ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଣ୍ଟ ଓଡ଼ିଶା-୨୦୨୪’। ଭୁବନେଶ୍ୱରର ଜନତା ମଇଦାନରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ...

ପିରିୟଡସ୍ ବେଳେ ଯନ୍ତ୍ରଣାକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=QtEDF2d6EGA ପିରିୟଡସ୍‌ ବେଳେ ଅସହ୍ୟ ଯନ୍ତ୍ରଣାକୁ ଡିସ୍‌ମେନୋରିଆ କୁହାଯାଏ। ଏହାର କାରଣ ଭିନ୍ନ ଭିନ୍ନ ହୋଇଥାଏ ବୋଲି ଡାକ୍ତର କୁହନ୍ତି। ପିରିୟଡସ୍ ବେଳେ ଅସହ୍ୟ ଯନ୍ତ୍ରଣା କହିଁକି ହୁଏ ଓ ଯନ୍ତ୍ରଣାଦାୟକ ପିରିୟଡସ୍‌ର...

ଜୟ ଶାହ: ଆଇସିସିର ନୂଆ ଅଧ୍ୟକ୍ଷ ନିର୍ବାଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିସିସିଆଇର ସମ୍ପାଦକ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଆଇସିସି ପରିଚାଳନା କମିଟି ବୈଠକରେ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ସେ ଡିସେମ୍ବର...

ରାଜ୍ୟସଭା ଉପନିର୍ବାଚନ: ସମସ୍ତ ୧୨ଟି ଆସନରେ ନିର୍ଦ୍ଵନ୍ଦ୍ଵରେ ପ୍ରାର୍ଥୀ ନିର୍ବାଚିତ, ପୁଣି ଏନଡିଏକୁ ବହୁମତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହୋଇଛି। ସବୁ ସିଟରେ ପ୍ରାର୍ଥୀମାନେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରେ ଏବେ ରାଜ୍ୟସଭାରେ ଏନଡିଏ ପୁଣି ସଂଖ୍ୟା ଗରିଷ୍ଠତା...
Leopard

ବୌଦ୍ଧରେ ବାଘ ଆତଙ୍କ: ସନ୍ଧ୍ୟା ହେଲେ ପଡ଼ୁଛି ତାଟି କବାଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଧୀନ ଡାକପଦର ଗ୍ରାମରେ ଦେଖାଦେଇଛି ବାଘ ଆତଙ୍କ। ଡାକପଦର ଗାଁ ମୁଣ୍ଡରେ ଥିବା ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଗୋଟିଏ ବଳଦକୁ କଲରାପତରିଆ...

ଡେଙ୍ଗୁ ଦାଉରୁ କିପରି ରକ୍ଷା ପାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=EgGa0rDYrT4 ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଦିନରେ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୋଇଥାଏ। ଡେଙ୍ଗୁ, ରୋଗୀଙ୍କର ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିଥାଏ। ଏହା ଏକ ମାରାତ୍ମକ ରୋଗ...