ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶାରେ ପହଞ୍ଚିଛନ୍ତି ହକି ତାରକା ଅମିତ ରୋହିଦାସ। ଶୁକ୍ରବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଏହାପରେ ସେ ମୁଖ୍ୟମନ୍ତ୍ରୀ ମୋହନ...

ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଗ୍ରାମଞ୍ଚଳ ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ। ବିକଶିତ ଓଡ଼ିଶା ଗଠନର ସ୍ଵପ୍ନ ପୂରଣ ହୋଇପାରିବ”, ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...

ସ୍ଵାଧୀନତା ଦିବସରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ “ଋତୁସ୍ରାବ ହେଲେ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି। ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଜୀବୀ ମହିଳାଙ୍କୁ ଏହି ସୁବିଧା ମିଳିବ। ଖୁବଶୀଘ୍ର ଏହି ନିୟମ ସାରା...

ବିକଶିତ ଭାରତ ନିର୍ମାଣ ପାଇଁ ଆମେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା – ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ୭୮ତମ ସ୍ବାଧୀନତା ଦିବସ। ଉତ୍ସବମୁଖର ହୋଇଛି ସାରା ଭାରତ। ଗୁରୁବାର ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧନ...

ଆଜି ୭୮ତମ ସ୍ୱାଧୀନତା ଦିବସ: ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ଜାତୀୟ ପତାକା ଉତ୍ତୋଳନ କଲେ ମୋହନ ଚରଣ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ୭୮ତମ ସ୍ଵାଧୀନତା ଦିବସ ପାଳନ କରୁଛି ସାରା ଭାରତ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ। ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ...

ଦେଶବାସୀଙ୍କୁ ୭୮ତମ ସ୍ଵାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୮ତମ ସ୍ଵାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ତଥା ଭାରତ ବାହାରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ପାଠ୍ୟକ୍ରମରେ ନିଯୁକ୍ତି ସଫଳତା: ୮୧ ଜଣ ଛାତ୍ରଛାତ୍ରୀଙ୍କୁ ସିଣ୍ଡଲର୍ ଓ ଜନସନ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ଥିବା ଅତ୍ୟାଧୁନିକ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ (ଲିଫ୍ଟ ଓ ଏସ୍କାଲେଟର ଟେକ୍ନୋଲୋଜି) ପାଠ୍ୟକ୍ରମରେ ଶତ ପ୍ରତିଶତ ନିଯୁକ୍ତି ସଫଳତା...

ସମସ୍ତଙ୍କୁ ଦେଶପ୍ରେମ ସୂତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଛି ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ୭୮ତମ ସ୍ଵାଧୀନତା ଦିବସ। ଏହି ଉପଲକ୍ଷେ ବୁଧବାର ଭୁବନେଶ୍ଵରରେ 'ଘରେ ଘରେ ତ୍ରିରଙ୍ଗା ଅଭିଯାନ' ପଦଯାତ୍ରା ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ବୁଧବାର ଭୁବନେଶ୍ୱର...

ତାମିଲନାଡୁ: ମ୍ୟାଚ ହାରିଗଲେ ବୋଲି ଛାତ୍ରଙ୍କୁ ଛେଚି ପକେଇଲେ ଖେଳ ଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ମ୍ୟାଚ ହାରିଗଲେ ବୋଲି ଛାତ୍ରଙ୍କୁ ଦୁମ୍ ଦୁମ୍ କରି ଛେଚି ପକେଇଲେ ଖେଳ ଶିକ୍ଷକ। ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁ ରାଜ୍ୟର ସାଲେମ ଜିଲ୍ଲାରେ। ଏହି...

ଅଲିମ୍ପିକ୍ସ ହକିରେ ଭାରତୀୟ ଦଳକୁ କ୍ରମାଗତ ଦ୍ୱିତୀୟ ପଦକ 

ଆଶିଷ କୁମାର ରାୟ ଅଲିମ୍ପିକ୍ସରେ ପଦକ ଜିତିବା ଯେ କେତେ ଗର୍ବର ବିଷୟ ଆମ ହକି ଦଳର ସଦସ୍ୟମାନଙ୍କୁ ପଚାରିଲେ ସେମାନେ କହିପାରିବେ। ୨୦୨୧ର ଟୋକିଓ ଏବଂ ୨୦୨୪ର ପ୍ୟାରିସ – ଏହି ଦୁଇଟି...