ଏକ୍‌ଜିମା ହେଇଛି, ଜାଣନ୍ତୁ କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=AsPkdYJS0qo ଏକ୍‌ଜିମା ଏକ ପ୍ରକାରର ଚର୍ମ ରୋଗ। ଏକ୍‌ଜିମା ହେଲେ ତ୍ଵଚା କୁଣ୍ଡାଇ ହେବା, ନାଲି ପଡ଼ିଯିବା, ଚୋପା ଛାଡ଼ିବା ଭଳି ଲକ୍ଷଣ ଦେଖାଦିଏ। ଏକ୍‌ଜିମା କାହିଁକି ହୁଏ, ଏହା କେମିତି ଭଲ...

ଝାଡ଼ଖଣ୍ଡରେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ୨ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡର ଚକ୍ରଧରପୁର ନିକଟରେ ମଙ୍ଗଳବାର ସକାଳେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି। ଏଠାରେ ହାୱଡ଼ା-ମୁମ୍ବାଇ ସିଏସଏମଟି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ...

ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ସେ ଏବେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ...

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁର ୫ ଦିନ ପରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ଶରୀରରେ ଏକାଧିକ କ୍ଷତ ପାଇଁ ମଧୁମିତା ପରିଡ଼ାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଆହୁରି...

ରାଜ୍ୟ ବଜେଟକୁ ନବୀନଙ୍କ ସମାଲୋଚନା: କହିଲେ ବିଜେପି କେବଳ ‘ନେମ୍ ଚେଞ୍ଜର’ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାରେ ବଜେଟ୍ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନିଜ ବକ୍ତବ୍ୟରେ ରାଜ୍ୟ ବଜେଟକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।...

ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ସ୍ଵଚ୍ଛକର୍ମୀଙ୍କୁ ରେନକୋଟ ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁସିସିଆଇଏଲ) ଲେଡିଜ ଫୋରମ ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମର ୬ ନମ୍ବର ଓ୍ଵାର୍ଡରେ କାର୍ଯ୍ୟରତ ସ୍ଵଚ୍ଛକର୍ମୀମାନଙ୍କୁ ରେନକୋଟ ପ୍ରଦାନ କରାଯାଇଛି। ସୋମବାର ଦିନ...

ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ଵର ପ୍ରଥମ କଳା ବାଘ ସଫାରି

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିବ ବିଶ୍ଵର ପ୍ରଥମ କଳା ବାଘ ସଫାରି। ଏହାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ (ସିଜେଡଏ) ଅନୁମୋଦନ ମିଳିଛି। ଏହା ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ...

ଆଉଥରେ ଯାଞ୍ଚ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର...

କାହିଁକି ପାଳନ ହେଉଛି ବିଶ୍ୱ ବାଘ ଦିବସ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ବିଶ୍ୱ ବାଘ ଦିବସ। ଆପଣ ଜାଣିଛନ୍ତି କି, ଏହି ବ୍ୟାଘ୍ର ଦିବସ କେବେଠୁ ଓ କାହିଁକି ପାଳନ କରାଯାଉଛି? ଦିନକୁ ଦିନ ବାଘଙ୍କ ସଂଖ୍ୟା କମୁଛି। ବାଘ ସଂରକ୍ଷଣ ପ୍ରତି...

ଭୁବନେଶ୍ଵର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ଵର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ଭୁବନେଶ୍ଵର, ସୋନପୁର, ବରଗଡ଼, ବଲାଙ୍ଗିର ସମେତ ରାଜ୍ୟର...