ସାଢ଼େ ୫ କୋଟି ଟଙ୍କା ପାଇଁ ନିଜ ଗୋଡ଼ କାଟି ଦେଲେ ଡାକ୍ତର!
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/6vjsgqbmx9k
ନିଜ ଗୋଡ଼ କାଟି ଦେଲେ ଜଣେ ସର୍ଜନ। କୌଣସି ରୋଗ କିମ୍ବା ଦୁର୍ଘଟଣା ପାଇଁ ନୁହେଁ ବରଂ ମୋଟା ଅଙ୍କର ବୀମା ରାଶି ପାଇବା ପାଇଁ ସେ ଏଭଳି କାଣ୍ଡ କରିଥିବା...
ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ଦିନ ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ।...
ଅଗଷ୍ଟ ୯ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିଲା ଖୁସି ଖବର। ଆସନ୍ତା ଅଗଷ୍ଟ ୯ ତାରିଖ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ବୟସ ହୋଇଥିବା ଯୁବତୀମାନେ ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ...
ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ, ଭାଇରାଲ୍ ହେଲା ଭିତର ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/SxqLmSiVrxo
ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ, ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ। ଏଥର କୌଣସି ଭକ୍ତ ନୁହନ୍ତି ବରଂ ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ...
କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/hUvsMEdfvgg
ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ତେବେ ମନକୁ ପ୍ରଶ୍ନ ଆସେ ବ୍ୟାଘ୍ର ଦିବସ କେବେଠୁ ଓ କାହିଁକି ପାଳନ କରାଯାଉଛି?
କ୍ରମାଗତ ଭାବେ ବାଘ...
ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ିଲା ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ। ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ।
ସିବିଆଇ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବିଷ୍ଣୁପଦ ସେଠୀ ହାଇକୋର୍ଟରେ ଆଗୁଆ...
ବିଶ୍ଵର ସବୁଠାରୁ ଧନୀ ଗାଁ ‘ମାଧାପାର୍’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/UYlBp9fj6xw
ଭାରତରେ ଏପରି ଏକ ଗାଁ ଅଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଏହା ହେଉଛି ବିଶ୍ଵର ସବୁଠାରୁ ଧନୀ ଗାଁ। ଏହି ଗ୍ରାମରେ ରହୁଥିବା ଲୋକେ ଭାରତର ଅନେକ...
ଫିଡେ ମହିଳା ଚେସ୍ ବିଶ୍ୱକପ୍ ୨୦୨୫ରେ ଇତିହାସ ରଚିଲେ ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/HCitR2eHQQQ
ଜର୍ଜିଆରେ ହୋଇଥିବା ଫିଡେ ମହିଳା ଚେସ୍ ବିଶ୍ୱକପ୍ ୨୦୨୫ରେ ଇତିହାସ ରଚିଛନ୍ତି ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ। ପ୍ରଥମ ଭାରତୀୟ ମହିଳା ଭାବେ ଚେସ୍ ବିଶ୍ୱକପ୍ ଚାମ୍ପିୟନ ହୋଇଛନ୍ତି ୧୯ ବର୍ଷୀୟ ଦିବ୍ୟା।...
ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ଠିକଣାରେ ଏକକାଳୀନ...
ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୁସା ନିପାତ!
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/q6KM8GOmMfk
ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା। ନିପାତ ହେଲା ପହଲଗାମ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କୀ ହାସିମ ମୁସା। ଭାରତୀୟ ସେନାର ସ୍ଵତନ୍ତ୍ର ଅପରେସନରେ ଶ୍ରୀନଗରର ଲିଡଓ୍ଵାସ ଜଙ୍ଗଲରେ ହାସିମର...





















