ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ପାଇଁ ବିଏମ୍ସିର ନୂଆ ପଦକ୍ଷେପ: ମାସର ପ୍ରଥମ ଶନିବାରରେ ହେବ ସ୍ୱତନ୍ତ୍ର ଅଭିଯୋଗ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଗୃହ ନିର୍ମାଣ, ଲେଆଉଟ ପ୍ଲାନ ଅନୁମୋଦନ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ନୂଆ ପଦକ୍ଷେପ। ଏଣିକି ପ୍ରତି ମାସର ପ୍ରଥମ ଶନିବାର ଦିନ...
ଆଇସିସି ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫: ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/I5M2sdwTFSE
ଆଇସିସି ମହିଳା ଦିନିକିଆ ବିଶ୍ଵକପ୍ର ରୋମାଞ୍ଚକର ସେମିଫାଇନାଲରେ ସାତଥରର ବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଜେମିମା ରୋଡ୍ରିଗସ୍ ଏବଂ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ଚମତ୍କାର ବ୍ୟାଟିଂ ବଳରେ...
ଫେବ୍ରୁଆରି ୧୭ରୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୬ ଫେବ୍ରୁଆରି ୧୭ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା। ଏ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।
ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି...
ଓଡ଼ିଶାରେ ନଭେମ୍ବର ୨ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାରି ରହିଛି ତୁହାକୁ ତୁହା ବର୍ଷା। ଆସନ୍ତା ନଭେମ୍ବର ୨ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ...
ଗୁଜରାଟ ହାଇକୋର୍ଟଙ୍କ ଐତିହାସିକ ରାୟ: ପିଲାଙ୍କ ପାସପୋର୍ଟ ନବୀକରଣ ପାଇଁ ଦରକାର ପଡ଼ିବନି ବାପାଙ୍କ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ହାଇକୋର୍ଟଙ୍କ ଐତିହାସିକ ରାୟ। ଏଣିକି ପିଲାଙ୍କ ପାସପୋର୍ଟ ନବୀକରଣ ପାଇଁ ଦରକାର ପଡ଼ିବନି ବାପାଙ୍କ ଅନୁମତି। ଏହି ରାୟ ଛାଡ଼ପତ୍ର ନେଇଥିବା ମା’ ଏବଂ ଏକକ ଅଭିଭାବକଙ୍କୁ ବଡ଼ ଆଶ୍ୱସ୍ତି...
ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ ପାଇଲେ ‘ଶାରଳା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳା ସମ୍ମାନ
(କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ ପାଇଲେ ‘ଶାରଳା ପୁରସ୍କାର। ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ଇମ୍ପା ଚାରିଟେବୁଲ...
ବିଶ୍ୱ ଷ୍ଟ୍ରୋକ୍ ଦିବସ: ‘ବ୍ରେନ୍ ଷ୍ଟ୍ରୋକ୍’ ଆଜି ମୃତ୍ୟୁ ଏବଂ ସ୍ଥାୟୀ ଅକ୍ଷମତାର ପ୍ରମୁଖ କାରଣ ପାଲଟିଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ପୃଥିବୀରେ ୭୦ ଲକ୍ଷରୁ ଅଧିକ ଲୋକ ବ୍ରେନ୍ ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି
ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ଏବଂ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ବଢ଼ୁଛି ଷ୍ଟ୍ରୋକ୍
ଷ୍ଟ୍ରୋକ୍ ସଚେତନତା ପାଇଁ ଆଇଏଫଆଇ ଫାଉଣ୍ଡେସନ...
ମନ୍ତ୍ରୀ କହିଲେ – ବାତ୍ୟା ‘ମୋନ୍ଥା’ ଉଜାଡ଼ିଛି ଫସଲ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/F4uv-10LShc
ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଅନେକ ଜିଲ୍ଲାରେ ଫସଲ ହାନି ହୋଇଛି। ଧାନ ସମେତ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସରକାର ଏହାର...
ବାୟୁ ସେନାର ଯୁଦ୍ଧ ବିମାନ ‘ରାଫେଲ’ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ‘ରାଫେଲ’ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ‘ରାଫେଲ’ରେ ଉଡ଼ିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୯ ତାରିଖରେ...
ବାତ୍ୟା ‘ମୋନ୍ଥା’ ପ୍ରଭାବ: କେଉଁ ଜିଲ୍ଲାରେ କେତେ ବର୍ଷା ହେବ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Q0XY4A_T8b8
ଭୀଷଣ ବାତ୍ୟା ‘ମୋନ୍ଥା’ ଅକ୍ଟୋବର ୨୮ ତାରିଖ ରାତିରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି। ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ...





















