ସ୍ଵାଭାବିକ ହୋଇପାରୁନି ବିଧାନସଭା ଗୃହ କାର୍ଯ୍ୟ: ଆଜି ବି ମୁଲତବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵାଭାବିକ ହୋଇପାରୁନି ବିଧାନସଭା ଗୃହ କାର୍ଯ୍ୟ। ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି।
ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସ୍ଵାଭାବିକ ଭାବେ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ।...
କଟକ ଦଶହରାରେ କେମିତି ଆରମ୍ଭ ହେଲା ଚାନ୍ଦିମେଢ଼?
ଓଡ଼ିଶାଲାଇଭ୍ ବ୍ୟୁରୋ
ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ।
ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...
ଭୁବନେଶ୍ଵର କ୍ଲବର ନୂଆ ସଭାପତି ପ୍ରଦୀପ କୁମାର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/zNywlGTD3EY
ଭୁବନେଶ୍ଵର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଅସିତ ତ୍ରିପାଠୀଙ୍କୁ ହରାଇ ସେ ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ...
ଭୁବନେଶ୍ୱର: ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇଏମପିସିସି ଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ...
ଆଜି ବି ଚାଲିପାରିଲାନି ବିଧାନସଭା: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମଲତବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମଧ୍ୟ ଚାଲିପାରିଲାନି ବିଧାନସଭା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଟାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର...
ଆଇଫୋନ-୧୭ ପାଇଁ ମାରପିଟ୍ ଓ ଧସ୍ତାଧସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/wu8iybuc0d0
ଆଇଫୋନ କିଣିବା ପାଇଁ ମାରପିଟ୍ ଓ ଧସ୍ତାଧସ୍ତି। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ଘଟଣାଟି ମୁମ୍ବାଇରେ ଥିବା ଆପଲ୍ ଷ୍ଟୋର ସମ୍ମୁଖରେ ଦେଖିବାକୁ ମିଳିଛି।
ଭାରତରେ...
ବିରୋଧୀଙ୍କ ହଟ୍ଟଗୋଳ: ମାତ୍ର ୪ ମିନିଟ୍ ଚାଲି ମୁଲତବୀ ହେଲା ବିଧାନସଭା ଗୃହ କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵାଭାବିକ ଭାବେ ଚାଲିପାରୁନି ବିଧାନସଭା ମୌସୁମୀ ଅଧିବେଶ। ଶୁକ୍ରବାର ଅଧିବେଶନର ଦ୍ଵିତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଯାଏଁ ମଲତବୀ ହୋଇଛି ଗୃହ କାର୍ଯ୍ୟ।
ଅଧିବେଶ ଆରମ୍ଭରୁ ବିଦ୍ୟାଳୟ ଓ...
ଭୁବନେଶ୍ୱର: ବାବାସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲର ୧୧୨ଟି ଦୋକାନ ଗୃହ ଆବଣ୍ଟନ ପାଇଁ ଲଟେରି କଲା...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ଵର ବରମୁଣ୍ଡାସ୍ଥିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ (ବିଏସଏବିଟି) ରେ ୧୧୨ଟି ଦୋକାନ ଗୃହର ଆବଣ୍ଟନ ପାଇଁ ଗୁରୁବାର ଦିନ ଏକ ଲଟେରି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ...
ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ: କର୍ମଚାରୀଙ୍କୁ ୧ କୋଟି ଟଙ୍କାର ଦୁର୍ଘଟଣା ବୀମା ସୁବିଧା ଦେଉଛି ନାଲ୍କୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ କମ୍ପାନି ନାଲକୋ ନିଜ ଶ୍ରମିକ ଓ କର୍ମଚାରୀମାନଙ୍କ କଲ୍ୟାଣ, ସୁରକ୍ଷା ଏବଂ ଜୀବିକାକୁ ସୁରକ୍ଷିତ କରିବା ଲାଗି ସଂସ୍କାର ଆଣିଛି। ଏହି ପଦକ୍ଷେପ...
ଭୁବନେଶ୍ୱର: ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୫’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୫’। ଚଳିତ ବର୍ଷ ସମ୍ମିଳନୀର ସପ୍ତମ ସଂସ୍କରଣର ଥିମ ରହିଥିଲା ‘ଲିଡିଂ ଆଟ ଦ ଏଜ: ଫ୍ରମ ଅନସର୍ଟନିଟି...




















