ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ବୁଲୁଛି ବାଘ। ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ କଲରାପତରିଆ ବାଘ ବୁଲୁଥିବାର ସିସିଟିଭିରେ ଦେଖିବାକୁ ମିଳିଛି।

ରବିବାର ରାତିରେ ବାଘ ବୁଲୁଥବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ବାଘ ଭିଜୁଆଲ ଦେଖିବାପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବର୍ତ୍ତମାନ ଆତଙ୍କ ଖେଳିଯାଇଛି।।

ତେବେ ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ବନ ବିଭାଗ ପରାମର୍ଶ ଦେଇଛି। ବାଘ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଯଦି ବାଘ ଥାଏ ତାକୁ ଟ୍ରାଙ୍କୁଲାଇଜ ବ୍ୟବସ୍ଥା କରାଯିବ ବୋଲି ସିଟି ଡିଏଫ୍‌ଓ ଅଶୋକ ମିଶ୍ରଙ୍କ ସୂଚନା ଦେଇଛନ୍ତି।

Comment