ଓଡ଼ିଶାଲାଇଭ ବ୍ୟୁରୋ

ଆଗାମୀ ୨୪ ଘଣ୍ଟାରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହା ପ୍ରଭାବରେ ଆଗାମୀ ୧୦ ତାରିଖ ଯାଏଁ କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଏହାକୁ ଦୃଷ୍ଟିରେ ରଖି ୯ ଓ ୧୦ ତାରିଖ ପାଇଁ କେରଳରେ ଅରେଞ୍ଜ ଓ ୟେଲୋ ଓ୍ୱାର୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ମୌସୁମୀ ପ୍ରଭାବରେ ଅନ୍ୟ ସ୍ଥାନରେ ବି ବର୍ଷା ହେବାର ସମ୍ଭାବନା ରହିଛିା ୧୦ ତାରିଖ ପରେ ପୁଣି ତାତି ବଢ଼ିବାର ପୂର୍ବାନୁମାନ କରାଯାଉଛିା

ସାଧାରଣତଃ ଜୁନ ପହିଲା ବା ଏହାର ଦିନ ଦୁଇ ଦିପ ପରେ ମୌସୁମୀ କେରଳ ଛୁଇଁଥାଏ। ମାତ୍ର ଏଥର ୮ ଦିନ ବିଳମ୍ବରେ ମୌସୁମୀ କେରଳ ଛୁଇଁବାକୁ ଯାଉଛିା

ଚଳିତ ମାସ ତୃତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ।

LEAVE A REPLY

Please enter your comment!
Please enter your name here