ଏଣିକି ଲୋକେ ଦେବେ ନିଜ ଅଞ୍ଚଳର ପାଣିପାଗ ତଥ୍ୟ, ଆହୁରି ତଥ୍ୟଭିତ୍ତିକ ହେବ ଆଇଏମଡିର ପୂର୍ବାନୁମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଣିପାଗ ପୂର୍ବାନୁମାନକୁ ଆହୁରି ତଥ୍ୟଭିତ୍ତିକ କରିବା ପାଇଁ ଆଇଏମଡିର 'କ୍ରାଉଡ ସୋର୍ସିଂ ଓ୍ଵେବ୍ ଇଣ୍ଟରଫେସ୍'।
ଏଣିକି ନିଜ ଅଞ୍ଚଳର ପାଣିପାଗ ସୂଚନା ଦେବେ ଲୋକେ। ବର୍ତ୍ତମାନ ନିଜ ଅଞ୍ଚଳର ପାଣିପାଗ କିପରି ରହିଛି...
ଆଗାମୀ ୨୪ ଘଣ୍ଟା ପ୍ରବଳ ଶୀତ – ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ,...
ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡ଼ି, ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆହୁରି ତିନି ଦିନ ଯାଏଁ ଲାଗି ରହିବ ଘନ କୁହୁଡ଼ି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଭାଗର...
ଘନ କୁହୁଡ଼ି ନେଇ ସତର୍କତା ଜାରି କଲେ ଏସଆରସି – ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏବେ ଶୀତ କମିଥିଲେ ମଧ୍ୟ ସକାଳବେଳା କୁହୁଡ଼ି ପଡ଼ୁଛି। ଏଭଳି ସ୍ଥିତିରେ ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବା ନେଇ ଆଞ୍ଚଳିକ ପାଣିପାଗ...
ଥରୁଛି ଓଡ଼ିଶା – ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗତ କିଛି ଦିନ ହେବ ତୀବ୍ର ଶୀତ ଲହରୀ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଦିନ ଅପେକ୍ଷା ରାତିର ତାପମାତ୍ରା ଯଥେଷ୍ଟ ହ୍ରାସ ପାଉଥିବାରୁ...
ଆସନ୍ତା ୩ଦିନ ଶୀତରେ ଥରିବ ଓଡ଼ିଶା, ସତର୍କ କଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପାଇଁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ତୀବ୍ର ଶୀତ ଲହରୀ ପ୍ରବାହିତ ହେବ। ଏହି...
ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା – ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କିଛି ଦିନ ହେବ ହାଡ଼ଭଙ୍ଗା ଶୀତ ଜାରି ରହିଛି। ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ବଢ଼ିଥିବା ବେଳେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏହି କ୍ରମରେ ରାଜ୍ୟର ୧୨ଟି ସହରର...
ରାଜ୍ୟରେ ବଢ଼ିବ ଶୀତ, ୧୩ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ଦୁଇ ଦିନ ହେବ ରାଜ୍ୟରେ ଶୀତର ପରିମାଣ ବଢ଼ିଛି। ଏଭଳି ସ୍ଥିତିରେ ଆଗକୁ ଆହୁରି ଶୀତ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୪୮...
ଘନ କୁହୁଡ଼ି ନେଇ ସତର୍କ କରାଇଲେ ଏସ୍ଆରସି – ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏବେ ଶୀତର ଲହରି ଦେଖିବାକୁ ମିଳୁଛି। ଯେଉଁ କାରଣରୁ କିଛି ଜିଲ୍ଲାରେ ସକାଳବେଳା ଘନ କୁହୁଡ଼ି ମଧ୍ୟ ନଜର ଆସୁଛି। ତେବେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୮ ତାରିଖରେ ରାଜ୍ୟର...
ଖସୁଛି ପାରଦ – ୧୫ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଥଣ୍ଡା ସାଙ୍ଗକୁ କୋହଲା ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ସୋମବାର ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ଆଞ୍ଚଳିକ ପାଣିପାଗ...