ତିନି ରଥରେ ଛଅ ଠାକୁର

ଶୁଭ୍ରାଂଶୁ ପଣ୍ଡା [youtube https://www.youtube.com/watch?v=JEHO6ZTIOak] ତିନି ରଥରେ ବିଜେ କରି ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଏହି ରଥରେ ଆଉତିନି ଦିଅଁ ମଧ୍ୟ ବିରାଜମାନ କରିଥାନ୍ତି ତେବେ ଏହି ତିନି ରଥରେ ଛଅ ଠାକୁର କିଏ ଜାଣନ୍ତୁ। ଆରମ୍ଭ ହୋଇଯାଇଛି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଭିତରେ ତିନି ରଥର ଯାତ୍ରା ତିନୋଟି ନଉକାର ଭ୍ରମ ସୃଷ୍ଟି କରୁଛି। ରଥାରୁଢ଼ ହୋଇ  ଜଗତର ନାଥ...

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭାସ୍କର ମିଶ୍ର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥାଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। କେଉଁ ପ୍ରାଚୀନ ସମୟରୁ ଏହି ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଛି, ତାହାର ସଠିକ ସମୟ ଅଦ୍ୟାବଧି ନିରୂପଣ ହୋଇ ପାରିନାହିଁ।...

ତିନି ରଥର ରକ୍ଷକ ସାଜନ୍ତି ଏହି ଦେବାଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଶ୍ରୀଗୁଣ୍ଡିଚା। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଏନେଇ ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି।...

ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ମହାପ୍ରସାଦ?

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥ ଯେତିକି ରହସ୍ୟମୟ ସେତିକି ମଧ୍ୟ ରହସ୍ୟମୟ ତାଙ୍କ ମହାପ୍ରସାଦ ପ୍ରସ୍ତୁତି। ମହାପ୍ରସାଦ ପ୍ରସ୍ତୁତିକୁ ନେଇ ଅନେକ ଲୋକଙ୍କ ମନରେ ଏବେ ବି ଏକ ଭୁଲ ଧାରଣା ରହିଛି। ଶ୍ରୀମନ୍ଦିର ରୋଷଶାଳାରେ...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ବିଜେ

ଭାସ୍କର ମିଶ୍ର ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ ସମୟରେ...

ଗଜପତି ମହାରାଜା ସେବା

ଡକ୍ଟର ଭାସ୍କର ମିଶ୍ର ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ବା ପ୍ରଧାନ ସେବକ ଗଜପତି ମହାରାଜାଙ୍କ ସେବା ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା ଭାବେ ପରିଚିତ। ରଥଯାତ୍ରାରେ ତିନି ରଥରେ ବିଜେ ଓ ବାହୁଡ଼ା ଯାତ୍ରାରେ...

ଜାଣନ୍ତୁ ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ

ଓଡ଼ିଶାଲାଇଭ ବ୍ୟୁରୋ ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ବାକି। ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ବାହାରିବେ ଯାତ୍ରାରେ। ବିଶ୍ୱର ପ୍ରସିଦ୍ଧ ଏହି ବିରାଟ ଯାତ୍ରାରେ ଭକ୍ତ ଏବଂ...

ରଥରେ ନେତ ପରମ୍ପରା

ଓଡ଼ିଶାଲାଇଭ ବ୍ୟୁରୋ ଆଉ ଗୋଟିଏ ଦିନ ପରେ ଶ୍ରୀଗୁଣ୍ଡିଚା ଯାତ୍ରା। ଏଥିଲାଗି ଚଳଚଞ୍ଚଳ ପୁରୀ ସହର। ଶ୍ରୀକ୍ଷେତ୍ରରେ ଚାଲିଥିବା ରଥନିର୍ମାଣ ପ୍ରାୟ ଶେଷ ହେବାକୁ ବସିଲାଣି। ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବାକୁ ଉତ୍କଣ୍ଠାର ସହ...

ଶ୍ରୀଜୀଉଙ୍କ ବିଭିନ୍ନ ବେଶ

ଭାସ୍କର ମିଶ୍ର ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର ରୀତି, ନୀତି, ବେଶ, ଭୋଗ ମଧ୍ୟ ଅତୁଳନୀୟ ତଥା ଅବର୍ଣ୍ଣନୀୟ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବ୍ୟତୀତ ବର୍ଷର କେତେକ ନିର୍ଦ୍ଦିଷ୍ଟ ତିଥିରେ ଭିନ୍ନ ଭିନ୍ନ ବେଶ ହୋଇଥାଏ। ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଶ୍ରୀମନ୍ଦିର ଭାରତ ତଥା ବିଶ୍ୱରେ ସୁପରିଚିତ। ଭାରତର ଚାରିଧାମ ମଧ୍ୟରୁ ପୁରୀ ଧାମ ବା ଜଗନ୍ନାଥ ଧାମ ସର୍ବଶ୍ରେଷ୍ଠ। ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର...

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ରହସ୍ୟ: ଶ୍ରୀଜୀଉଙ୍କ ଅଳଙ୍କାରର ଭଳିକି ଭଳି ନାଁ ଓ ରୂପ

ଓଡ଼ିଶାଲାଇଭ୍‍ ବ୍ୟୁରୋ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସତରେ ରହସ୍ୟମୟ! ତେବେ ଏହି ରହସ୍ୟ କୌଣସି ଲୋକକଥା ବା ଅଲୌକିକତାକୁ ନେଇ ନୁହେଁ, ବରଂ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଭଳିକି ଭଳି...