ଜଳୁଛି ସାରା ଓଡ଼ିଶା: ଭୁବନେଶ୍ଵରର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ସକାଳୁ ଘରୁ ବାହାରିବା ମୁସକିଲ ହେଲାଣି। ଶୁକ୍ରବାର ଦିନ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର। ଏଠାରେ ସର୍ବାଧିକ ତାପମାତ୍ରା...

ହିଟ୍ ଓ୍ଵେଭ୍: ଓଡ଼ିଶାର ୬ ଜିଲ୍ଲାକୁ ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ହେଲାଣି ତାପମାତ୍ରା। ଏପ୍ରିଲ ୭ ତାରିଖ ଯାଏଁ ଓଡ଼ିଶାରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ହିଟ୍ ଓ୍ଵେଭ୍ ପାଇଁ ରାଜ୍ୟର ୬ଟି...

ଜଳୁଛି ଓଡ଼ିଶା, ଆଗକୁ ଆହୁରି କଲବଲ କରିବ ଖରା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେଠୁ କଲବଲ କଲାଣି ଖରା, ଆଗକୁ ଆହୁରି ଅସହ୍ୟ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପ୍ରିଲ ୬ ତାରିଖ ଯାଏଁ ତାପମାତ୍ରାରେ ଆହୁରି ୨ରୁ ୩...

ଆଜି ଓଡ଼ିଶାରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା, ତତଲା ସହର ପାଲଟିଲା ମାଲକାନଗିରି

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେଠୁ କଲବଲ କଲାଣି ତାତି, ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଶନିବାର ଦିନ ରାଜ୍ୟରେ ୪୧ ଡିଗ୍ରୀ ଛୁଇଁଛି ତାପମାତ୍ରା। ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା...

ଓଡ଼ିଶାରେ ଆଜି ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ଆଗକୁ ଆହୁରି ଅସହ୍ୟ ହେବ!

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଉପର ମୁହାଁ ପାରଦ। ଶୁକ୍ରବାର ଦିନ ୫ଟି ସହରରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା। ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ ଆଜି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି...

ଓଡ଼ିଶାରେ ବଢ଼ୁଛି ଗ୍ରୀଷ୍ମପ୍ରବାହ, ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବାର ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି। ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଦିନ ତାପମାତ୍ରା ଅଧିକ ରହୁଛି। ଆଗକୁ ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବାର ସମ୍ଭାବନା ରହିଛି।...

ଓଡ଼ିଶାରେ କାଳବୈଶାଖୀ ପ୍ରଭାବ: ଆସନ୍ତା ୪ ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗାମୀ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଏହା ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ରହିଛି। ବିଜୁଳି...

ଓଡ଼ିଶାରେ ଆଗାମୀ ତିନିଦିନ ମଧ୍ୟରେ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ପାରଦ!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଗକୁ ଅସହ୍ୟ ହେବ ତାପମାତ୍ରା। ଆଗାମୀ ଦୁଇରୁ ତିନିଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ତାପମାତ୍ରା ୪୦...

ଓଡ଼ିଶାରେ ବର୍ଷାପରେ ଆଜିଠାରୁ ବଦଳିବ ପାଗ, ୩ ଦିନରେ ତାପମାତ୍ରା ୮ରୁ ୧୦ ଡ଼ିଗ୍ରୀ ବଢ଼ିବାର ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ୩ ଦିନ ବର୍ଷା ଲାଗି ରହିବା ଯୋଗୁଁ ତାପମାତ୍ରା କମ ହୋଇଛି। ଶୁକ୍ରବାର ସକାଳେ କିଛି ସ୍ଥାନରେ କୁହୁଡ଼ି ପଡ଼ିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଆଗକୁ...

ଆଜିଠୁ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେୁ ବଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିଛି। ଆଗାମୀ ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ କେତେକ...