ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଟରସାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜି (IIMT) ଭୁବନେଶ୍ଵରରେ ପ୍ରଫେସର, ଆଡ୍ମିସନ୍ ଏକ୍ସିକ୍ୟୁଟିଭ୍ ଓ ଷ୍ଟୁଡେଣ୍ଟ କାଉନ୍ସେଲର୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୭ ଦିନ ମଧ୍ୟରେ ଆବେଦନ କରିପାରିବେ।
ଶିକ୍ଷକ ପଦବୀ:
- ପଦବୀ- ପ୍ରଫେସର, ଆସୋସିଏଟ୍ ପ୍ରଫେସର୍, ଆସିଷ୍ଟାଣ୍ଟ ପ୍ରଫେସର୍
- ବିଷୟ- ଏଚ୍ଆର୍, ମାର୍କେଟିଂ ଆଣ୍ଡ୍ ଫାଇନାନ୍ସ, ଲାଇବ୍ରେରିଆନ୍
- ଯୋଗ୍ୟତା- AICTE ନର୍ମ ଅନୁସାରେ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ।
ଅଣ- ଶିକ୍ଷକ ପଦବୀ:
- ପଦବୀ- ଆଡ୍ମିସନ୍ ଏକ୍ସିକ୍ୟୁଟିଭ୍, ଷ୍ଟୁଡେଣ୍ଟ କାଉନ୍ସେଲର୍
- ଯୋଗ୍ୟତା- ଯେକୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ସଂପୃକ୍ତ ବିଭାଗରେ ୨ ବର୍ଷର ଅଭିଜ୍ଞତା ଥିବ ଏବଂ ଉତ୍ତମ ଯୋଗାଯୋଗରେ ଦକ୍ଷତା ଥିବ।
ଆବେଦନ ପ୍ରକ୍ରିୟା:
- ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୭ ଦିନ ମଧ୍ୟରେ ନିଜର ବାୟୋଡାଟା info@iimt.ac.in କୁ ପଠାଇପାରିବେ କିମ୍ବା
- ନିଜର ଆବେଦନପତ୍ର ଡାକ ମାଧ୍ୟମରେ IIMT ର ଡିରେକ୍ଟର ଜରିଆରେ ନିମ୍ନଲିଖିତ ଠିକଣାକୁ ପଠାଇପାରିବେ।
ଠିକଣା– ଇଣ୍ଟରସାଇନ୍ସ କ୍ୟାମ୍ପସ୍, ଏଟ୍/ପୋ- କଣ୍ଟାବାଡ଼, ଭାୟା- ଜାନଲା, ଭୁବନେଶ୍ଵର, ଜିଲ୍ଲା -ଖୋର୍ଦ୍ଧା, ପିନ୍- ୭୫୨୦୫୪, ଓଡ଼ିଶା
ଓ୍ଵେବ୍ସାଇଟ୍– www.iimt.ac.in
source – www.chakiri.plus


















