ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଜିଲ୍ଲା ପାଣିମରା ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ଆବେଦନ କରିପାରିବେ।
ଯୋଗ୍ୟତା:
- ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
- ଉକ୍ତ ଗ୍ରାମ ପଞ୍ଚାୟତର ସ୍ଥାୟୀ ବାସିନ୍ଦା ହିଁ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ବୟସ– ୨୦୨୦ ଜାନୁଆରି ୩୧ ସୁଦ୍ଧା ୨୧ରୁ ୩୫ ବର୍ଷ ବୟସ ହୋଇଥିବ।
ଦରମା– ୬,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:
ପ୍ରାର୍ଥୀମାନେ ନିଜର ଆବେଦନପତ୍ରକୁ ମାର୍ଚ୍ଚ ୩୧ ସଂଧ୍ୟା ୫ଟା ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇଦେବେ। ଏନଭେଲପ୍ ଉପରେ “Application for the post of jogana sahayak and nsme of G.P” ସୂଚିତ କରିବାକୁ ହେବ।
ଠିକଣା– ଦି ବ୍ଲକ୍ ଡେଭେଲପମେଣ୍ଟ ଅଫିସର୍, ପଞ୍ଚାୟତ ସମିତି, ସୋହେଲା, ଏଟ୍/ପୋ- ସୋହେଲା, ଡିଲ୍ଲା- ବରଗଡ଼, ପିନ୍- 768033
ଅଧିକ ସୂଚନା ପାଇଁ bargarh.nic.in ରେ କ୍ଲିକ୍ କରନ୍ତୁ।
















