ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରପାରିରେ ବଲିଉଡ୍‌ ଅଭିନେତା ଋଷି କପୁର। ଆସନ୍ତୁ ଜାଣିବା ତାଙ୍କ ଚଳଚ୍ଚିତ୍ରର କିଛି ପ୍ରସିଦ୍ଧ ଡାଇଲଗ୍‌ ବିଷୟରେ।

ଆଉ ନାହାନ୍ତି ବଲିଉଡ୍‌ର ଭେଟେରାନ ଅଭିନେତା ଋଷି କପୁର। ତାଙ୍କ ବିୟୋଗରେ ବଲିଉଡ୍‌ ଜଗତକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିବ। ମାତ୍ର ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ସାରା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

ସେ ୧୯୭୦ ମସିହାରୁ ଶିଶୁ କଳାକାର ଭାବେ ମେରା ନାମ୍‌ ଜୋକରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ୧୯୭୩ ମସିହାରେ ‘ବବି’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଡେବ୍ୟୁ କରିଥିଲେ। ପରେ ପରେ ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ୨୦୧୯ରେ ତାଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ଦ ବଡି’।

ଏହି ସମୟ ମଧ୍ୟରେ ଚଳଚ୍ଚିତ୍ରରେ ତାଙ୍କର ଅନେକ ଲୋକପ୍ରିୟ ଡାଇଲଗ୍‌ ରହିଛି। ଆସନ୍ତୁ ନଜର ପକାଇବା ଋଷି କପୁରଙ୍କ ଲୋକପ୍ରିୟ ଡାଇଲଗ୍‌ ଉପରେ।

ହମ୍‌ ଦିଲ୍ଲୀ ଓ୍ଵାଲେ ମୁଲ୍‌କ କେ ସାଥ୍‌ ସାଥ୍‌ ଦିଲ୍‌ ପେ ଭି ହୁକୁମତ୍‌ କରନା ଜାନତେ ହେଁ… ‘ଚାନ୍ଦିନୀ’

ହର ଇସ୍କ କା ଏକ ଓ୍ଵକ୍ତ ହୋତା ହେ, ଓ୍ଵ ହାମାରା ଓ୍ଵକ୍ତ ନହିଁ ଥା, ପର ଇସକା ମତଲବ ୟେ ନେହିଁ କି ଓ୍ଵ ଇସ୍କ ନେହିଁ ଥା… ‘ଜବ ତକ ହୈ ଜାନ୍‌’

ବାଦଶାହତ ଭାଇଚାରୋକୋ ନେହିଁ ଦେଖତି… ‘ଔରଙ୍ଗଜେବ’

ତୁ ସାଥ ହୋକର ଭି ସାଥ ନହିଁ ହୋତି, ଅବ ତୋ ରାହତ ମେଁ ଭି ରାହତ ନେହିଁ ହୋତି… ‘ଜବ ତକ ହୈ ଜାନ୍‌’

ସରାବ ପିନେ ଦେ ମସଜିଦ୍‌ ମେଁ ବେଠକର ଘଲିବ, ୟେ ଓ୍ଵ ଜଗାହ୍‌ ଦିଖତା ହେ ଯାହାଁ ଖୁଦା ନହିଁ ହୋ… ‘ଫନା’

ମହବୋତ ରିତ୍‌ ରିଓ୍ଵାଜ ନହିଁ ମାନତି, ନା ହି ଓ୍ଵ ଲଫଜୋ କା ମୋହତାଜ ହେ… ‘ଦିଓ୍ଵାନା’

ଜି କରତା ହୈ ତୁମହାରି ହର୍‌ ଖ୍ଵାଇସ, ହର୍‌ ଇଚ୍ଛା କୋ ଅପନା ମକସଦ୍‌ ବନା ଲୁଁ… ‘ଦାମିନୀ’

ଜାନେ ସେ ପହେଲେ, ଏକ ଆଖରି ବାର ମିଲନା କୈଁ ଜରୁରୀ ହୈ… ‘ଲଭ୍‌ ଆଜ କଲ୍‌’

ବିକତେ ତୋ ସଭି ହେ କୁଛ ପୈସେ ସେ କୁଛ ଜଜବାତୋ ସେ… ‘ଡି-ଡେ’

ପ୍ୟାର ଏକ ଐସା ଚିଜ ହୈ, ଆଦମି ତୋ ଆଦମି ଜନଓ୍ଵର ଭି ଦୋସ୍ତ ବନଜାତା ହୈ… ‘ଶେଷନାଗ’

ହମ୍‌ ଦିଲ୍ଲୀ ଓ୍ଵାଲେ ମୁଲ୍‌କ କେ ସାଥ ସାଥ ଦିଲ୍‌ ପେ ଭି ହୁକୁମତ୍‌ କରନା ଜାନତେ ହେଁ… ‘ଚାନ୍ଦିନୀ’

ଇନସାନ୍‌ ତୋ ଓ୍ଵକ୍ତ ତରହ ହୋତା ହେ, ବଦଲତେ ରେହତେ ହେଁ…. ‘ବୋଲ ରାଧା ବୋଲ’

Comment