ଓଡ଼ିଶାଲାଇଭ୍ ବ୍ୟୁରୋ

MKCG-Medical-College

ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ହସ୍ପିଟାଲ (MKCGMCH) ଅଧୀନରେ ଲ୍ୟାବ ଟେକ୍ନିସିଆନ ପଦବୀରେ ସମୁଦାୟ ୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମେ ୧୮ରୁ ୨୦ ତାରିଖ ଯାଏଁ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

ଯୋଗ୍ୟତା– ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ ବିଭାଗରେ) ପାସି କରିବା ସହ ମେଡିକାଲ ଲାବୋରେଟାରୀ ଟେକ୍ନୋଲୋଜୀରେ ଡିପ୍ଲୋମା କରିଥିବେ। ପ୍ରାର୍ଥୀ ଓଡ଼ିଆ ଭାଷା ଲେଖି, ପଢ଼ି, କହି ପାରୁଥିବେ। ଅବସରପ୍ରାପ୍ତଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ। ପ୍ରାର୍ଥୀଙ୍କର ଭାଲିଡ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଥିବ।

ବୟସ ସୀମା- ୨୧ରୁ ୬୫ ବର୍ଷ ମଧ୍ୟରେ

ଦରମା- ୧୦୦୦ ଟଙ୍କା ଦିନକୁ।

ଇଣ୍ଟରଭ୍ୟୁ ସମୟ-ମେ ୧୮ରୁ ୨୦ ସକାଳ ୧୧ରୁ ଅପରାହ୍ଣ ୨ଟା

ଇଣ୍ଟରଭ୍ୟୁ ସ୍ଥାନ– ସୁପେରିନଟେଣ୍ଡେଣ୍ଟ୍, MKCG ମେଡିକାଲ କଲେଜ୍ ହସ୍ପିଟାଲ୍, ବ୍ରହ୍ମପୁର

ଅଧିକ ସୂଚନା ପାଇଁ mkcgmch.orgରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment