ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ସମୟରେ ଶିକ୍ଷା କ୍ଷେତ୍ରରେ ‘STEM’ ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ମ୍ୟାଥମେଟିକ୍ସ ଭଳି ବିଷୟର ଗୁରୁତ୍ଵ ବହୁତ ଅଧିକ। ଏହି ପାଠ୍ୟକ୍ରମ ଆଧାରିତ ନିଯୁକ୍ତି ସୁଯୋଗ ମଧ୍ୟ ଅଧିକ ରହିଛି।
ଏନେଇ ୟଙ୍ଗ ଟିଙ୍କର୍ ଫାଉଣ୍ଡେସନର ପ୍ରତିଷ୍ଠାତା ଅନିଲ ପ୍ରଧାନ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
Tags: #STEMSubjects #Education #Career #AnilPradhan