ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ IED (ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରପ୍ରେନ୍ୟୋରସିପ୍ ଡେଭେଲପମେଣ୍ଟ), ଓଡ଼ିଶା ଅଧୀନରେ ପ୍ରୋଜେକ୍ଟ କୋର୍ଡିନେଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି SFURTI ସେଲରେ ଦିଆଯିବ। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ମାସ ୬ ତାରିଖ ଯାଏଁ ଚାଲୁ ରହିବ।
ଯୋଗ୍ୟତା– ଇକୋନୋମିକ୍ସ/କମର୍ସ/ଏମ୍.ବି.ଏରେ ୬୦ ପ୍ରତିଶତ ନମ୍ବର ରଖି ପାସ୍ କରିଥିବେ। ଏହା ସହ ପ୍ରୋଜେକ୍ଟ କୋର୍ଡିନେସନ୍, ପ୍ରୋଜେକ୍ଟ ରିପୋର୍ଟ ଆନାଲିସିସ୍, ପ୍ରମୋସନ୍ ଅଫ୍ ମାଇକ୍ରୋ ଆଣ୍ଡ୍ ସ୍ମଲ୍ ଏଣ୍ଟରପ୍ରାଇଜେସରେ ଅତିକମରେ ୩ରୁ ୫ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
ବୟସ ସୀମା- ୨୫ରୁ ୩୫ ବର୍ଷ
ଦରମା- ୩୦୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନଙ୍କୁ ନିଜର ଆବେଦନପତ୍ର ଓ ସମସ୍ତ ଦରକାରୀ ଡକ୍ୟୁମେଣ୍ଟଗୁଡ଼ିକୁ ଜୁନ୍ ୬ ତାରିଖ ସଂଧ୍ୟା ୫ଟା ସୁଦ୍ଧା iedodosha87@gmail.com ଇମେଲ୍ ମାଧ୍ୟମରେ ପଠାଇବା ସହ ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାକୁ ପଠାଇବାକୁ ହେବ।
ଠିକଣା- ଦି ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର୍, ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରପ୍ରେନ୍ୟୋରସିପ୍ ଡେଭେଲପମେଣ୍ଟ, ଓଡ଼ିଶା, ପ୍ଲଟ୍ ନଂ.123, ସୋକ୍ଟର-ଏ, ଜୋନ୍-ଏ, ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ରସୁଲଗଡ଼, ଭୁବନେଶ୍ୱର-751010
ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବାକୁ ହେଲେ iedodisha.nic.inରେ କ୍ଲିକ୍ କରନ୍ତୁ।
Source- www.chakiri.plus