ଓଡ଼ିଶାଲାଇଭ୍ ବ୍ୟୁରୋ

ICMR- ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଅଧୀନରେ ଜୁନିୟର ମେଡିକାଲ ଅଫିସର, ରିସର୍ଚ୍ଚ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ଟେକ୍ନିକାଲ ଅଫିସର ଓ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁନ୍ ୩୦ ଯାଏଁ ଚାଲୁ ରହିବ।

ପଦବୀ:

  • ଜୁନିୟର ମେଡିକାଲ ଅଫିସର-ଗୋଟିଏ ପଦବୀ (ବୟସ ସୀମା- ୩୫)
  • ପ୍ରୋଜେକ୍ଟ ଟେକ୍ନିକାଲ ଅଫିସର (MSW)- ଦୁଇଟି ପଦବୀ (ବୟସ ସୀମା- ୩୦)
  • ରିସର୍ଚ୍ଚ ଆସିଷ୍ଟାଣ୍ଟ (ଫାର୍ମାସିଷ୍ଟ) – ୩ଟି ପଦବୀ (ବୟସ ସୀମା- ୩୦)
  • ଜୁନିୟର ରିସର୍ଚ୍ଚ- ଗୋଟିଏ ପଦବୀ (ବୟସ ସୀମା- ୨୮)
  • ପ୍ରୋଜେକ୍ଟ ଟେକ୍ନିସିଆନ III (ଫିଲ୍ଡ ଓ୍ୱାର୍କର) – ୩ଟି ପଦବୀ (ବୟସ ସୀମା- ୩୦)
  • ପ୍ରୋଜେକ୍ଟ ଟେକ୍ନିସିଆନ III (ଲ୍ୟାବ୍ ଟେକ୍ନିସିଆନ) – ଦୁଇଟି ପଦବୀ (ବୟସ ସୀମା- ୩୦)

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଆବେଦନପତ୍ରକୁ ଜୁନ୍ ୩୦ ଅପରାହ୍ଣ ୩ଟା ପୂର୍ବରୁ drdas60@rediffmail.com କୁ ମେଲ୍ କରିଦେବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅନ୍ୟ ତଥ୍ୟ ପାଇଁ rmrcbbsr.gov.in ରେ ଲଗ୍ଇନ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here