ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଲାଇଭଲିହୁଡ୍ସ୍ ମିଶନ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୭ ତାରିଖ ଯାଏଁ ଚାଲୁ ରହିବ। ଏହି ନିଯୁକ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧିନରେ ଦିଆଯିବ।
ପଦବୀ
- ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍ (ଲାଇଭଲିହୁଡ୍ସ୍)
- ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍ (କମ୍ୟୁନିଟି ମୋବିଲାଇଜେସନ୍, ଇନଷ୍ଟିଚ୍ୟୁସନ୍ ବିଲ୍ଡିଂ ଆଣ୍ଡ୍ କାପାସିଟି ବିଲ୍ଡିଂ)
- ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍ (କନଭରଜେନ୍ସ ଆଣ୍ଡ୍ ସୋସିଆଲ ଡେଭେଲପମେଣ୍ଟ)
- ପ୍ରୋଜେକ୍ଟ ମ୍ୟାନେଜର (ଫାଇନାନସିଆଲ୍ ମ୍ୟାନେଜମେଣ୍ଟ)
- ପ୍ରୋଜେକ୍ଟ ମ୍ୟାନେଜର (କାପାସିଟି ବିଲ୍ଡିଂ)
- ପ୍ରୋଜେକ୍ଟ ମ୍ୟାନେଜର (ସୋସିଆଲ ଡେଭେଲପମେଣ୍ଟ)
- ପ୍ରୋଜେକ୍ଟ ମ୍ୟାନେଜର (ମାଇକ୍ରୋ ଇନସୁରାନ୍ସ)
- ପ୍ରୋଜେକ୍ଟ ମ୍ୟାନେଜର (ଲାଇଭ୍ ଷ୍ଟକ୍)
- ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍ (କମ୍ୟୁନିଟି ମୋବିଲାଇଜେସନ୍ ଆଣ୍ଡ୍ ଇନଷ୍ଟିଚ୍ୟୁସନ୍ ବିଲ୍ଡିଂ)
- ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍ (ମ୍ୟାନଜମେଣ୍ଟ ଇନଫରମେସନ ସିଷ୍ଟମ)
ଦରମା
- ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍- ୬୦ ହଜାରରୁ ୭୦ ହଜାର
- ପ୍ରୋଜେକ୍ଟ ମ୍ୟାନେଜର- ୪୦ ହଜାରରୁ ୫୦ ହଜାର
- ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍- ୨୫ ହଜାରରୁ ୩୫ହଜାର
ବୟସ ସୀମା- ୩୭ ବର୍ଷ
ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।
ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ olm.nic.inରେ କ୍ଲିକ୍ କରନ୍ତୁ।