ଓଡ଼ିଶାଲାଇଭ୍ ବ୍ୟୁରୋ

ICMR- ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଅଧୀନରେ ବାୟୋମେଡିକାଲ ଇଞ୍ଜିନିୟର ଏବଂ ସିନିୟର ଲାବୋରେଟୋରୀ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁନ୍ ୩୦ ଯାଏଁ ଚାଲୁ ରହିବ।

ପଦବୀ:

ବାୟୋମେଡିକାଲ ଇଞ୍ଜିନିୟର

  • ଯୋଗ୍ୟତା- ବାୟୋମେଡିକାଲ ଇଞ୍ଜିନିୟରିଂରେ ବି.ଇ/ବି.ଟେକ୍ କରିଥିବେ।
  • ବୟସ ସୀମା- ୪୫
  • ଦରମା- ୬୫,୦୦୦ ଟଙ୍କା

ସିନିୟର ଲାବୋରେଟୋରୀ ଟେକ୍ନିସିଆନ୍

  • ଯୋଗ୍ୟତା- ମେଡିକାଲ ମାଇକ୍ରୋବାୟୋଲୋଜୀ/ଆପ୍ଲାଏଡ୍ ମାଇକ୍ରୋବାୟୋଲୋଜୀ/ଜେନେରାଲ ମାଇକ୍ରୋବାୟୋଲୋଜୀ/ବାୟୋଟେକ୍ନୋଲୋଜୀ/ବାୟୋକେମେଷ୍ଟ୍ରୀରେ ଏମ୍.ଏସ୍.ସି କରିଥିବେ।
  • ବୟସ ସୀମା- ୪୦
  • ଦରମା- ୨୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଆବେଦନପତ୍ରକୁ ଜୁନ୍ ୩୦ ଅପରାହ୍ଣ ୩ଟା ପୂର୍ବରୁ drdas60@rediffmail.com କୁ ମେଲ୍ କରିଦେବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅନ୍ୟ ତଥ୍ୟ ପାଇଁ rmrcbbsr.gov.in ରେ ଲଗ୍ଇନ୍ କରନ୍ତୁ।

Comment