ଓଡ଼ିଶାଲାଇଭ୍ ବ୍ୟୁରୋ

paradip port trust-1

ପାରାଦୀପ ପୋର୍ଟ ଟ୍ରଷ୍ଟ ଅଧୀନରେ ଇଡିପି ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଜୁଲାଇ ମାସ ୨୦ ତାରିଖ ଯାଏଁ ଚାଲୁ ରହିବ।

ଯୋଗ୍ୟତା- କମ୍ପ୍ୟୁଟର ଆପ୍ଲିକେସନରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କରିଥିବେ। ୯୦୦୦ କି-ଡାଟା ଏଣ୍ଟ୍ରୀ ସ୍ପିଡ୍ ଥିବା ଆବଶ୍ୟକ। ଏହା ସହ ଡାଟା ଏଣ୍ଟ୍ରୀରେ ଅତିକମରେ ପାଞ୍ଚ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ସରକାରୀ ବା ପବ୍ଲିକ୍ ସେକ୍ଟରରେ କାମ କରିବାର ଅଭିଜ୍ଞତା ଥିବ।

ବୟସ ସୀମା- ୩୨ ବର୍ଷ

CGU new

ଦରମା– ୨୭,୪୦୦ରୁ ୭୦,୫୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଜୁଲାଇ ୨୦ ତାରିଖ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା- ଅଫିସ୍ ଅଫ୍ ଦି ସେକ୍ରେଟାରୀ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଜିଲ୍ଲା- ଜଗତସିଂହପୁର, ଓଡ଼ିଶା-754142

ଅଧିକ ସୂଚନା ପାଇଁ paradipport.gov.inରେ କ୍ଲିକ୍ କରନ୍ତୁ।

Comment