ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ହୋମଗୁଡ଼ିକରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଆଦି ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁଲାଇ ୨୨ତାରିଖରୁ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ହେବାକୁ ଯାଉଛି। ଏହି ନିଯୁକ୍ତି ତିନି ମାସ ପାଇଁ ସଂପୂର୍ଣ୍ଣରୂପେ ଚୁକ୍ତିଭିତ୍ତିକ।
ଦରମା:
- ଏମ୍.ପି.ଏଚ୍.ଡବ୍ଲୁ (ପୁରୁଷ)- ୮୫୦ ଟଙ୍କା ଦିନପିଛା
- ଷ୍ଟାଫ୍ ନର୍ସ- ୧୦୦୦ ଟଙ୍କା ଦିନପିଛା
- ଫାର୍ମାସିଷ୍ଟ- ୧୦୦୦ ଟଙ୍କା ଦିନପିଛା
ଇଣ୍ଟରଭ୍ୟୁ ସମୟ:
- ଜୁଲାଇ ୨୨ ସକାଳ ୧୦.୩୦ରୁ ୧.୩୦
- ଜୁଲାଇ ୨୩ ସକାଳ ୧୦.୩୦ରୁ ୧.୩୦
ଇଣ୍ଟରଭ୍ୟୁ ସ୍ଥାନ– ପୋଲିସ୍ ଟ୍ରେନିଂ ସ୍କୁଲ୍, ନୟାଗଡ଼
ଅଧିକ ସୂଚନା ପାଇଁ nayagarh.nic.inରେ କ୍ଲିକ୍ କରନ୍ତୁ।



















