ଓଡ଼ିଶାଲାଇଭ୍ ବ୍ୟୁରୋ
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ, ଭୁବନେଶ୍ୱର ଅଧୀନରେ ଆସିଷ୍ଟାଣ୍ଟ ପ୍ରଫେସର, ପିଆରଓ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଜୁଲାଇ ୩୧ ଯାଏଁ ଚାଲୁ ରହିବ।
ପଦବୀ:
ଆସିଷ୍ଟାଣ୍ଟ ପ୍ରଫେସର (ଏଣ୍ଡୋକ୍ରାଇନୋଲୋଜୀ)
- ପଦବୀ ସଂଖ୍ୟା- ୧
- ଦରମା- ୧,୪୦,୦୦୦ ଟଙ୍କା
- ବୟସ ସୀମା- ୫୦ ବର୍ଷ
ଆସିଷ୍ଟାଣ୍ଟ ପ୍ରଫେସର (ନେଫ୍ରୋଲୋଜୀ)
- ପଦବୀ ସଂଖ୍ୟା- ୧
- ଦରମା- ୧,୪୦,୦୦୦ ଟଙ୍କା
- ବୟସ ସୀମା- ୫୦ ବର୍ଷ
ପବ୍ଲିକ୍ ରିଲେସନ ଅଫିସର
- ପଦବୀ ସଂଖ୍ୟା- ୧
- ଦରମା- ୭୦,୦୦୦ ଟଙ୍କା
- ବୟସ ସୀମା- ୩୦ରୁ ୪୫ ବର୍ଷ
ମେଡିକାଲ ଫିଜିସିଷ୍ଟ
- ପଦବୀ ସଂଖ୍ୟା- ୨
- ଦରମା- ୬୫,୦୦୦ ଟଙ୍କା
- ବୟସ ସୀମା- ୩୫ ବର୍ଷ
ଆସିଷ୍ଟାଣ୍ଟ ନର୍ସିଂ ସୁପେରିନଟେଣ୍ଡେଣ୍ଟ୍
- ପଦବୀ ସଂଖ୍ୟା- ୧୦
- ଦରମା- ୬୫,୦୦୦ ଟଙ୍କା
- ବୟସ ସୀମା- ୨୧ରୁ ୩୫ ବର୍ଷ
ବାୟୋମେଡିକାଲ ଇଞ୍ଜିନିୟରିଂ
- ପଦବୀ ସଂଖ୍ୟା- ୧
- ଦରମା- ୫୨,୦୦୦ ଟଙ୍କା
- ବୟସ ସୀମା- ୨୧ରୁ ୩୫ ବର୍ଷ
ଆବେଦନ ପ୍ରକ୍ରିୟା– ଇଚ୍ଛୁକ ତଥା ଯୋଗ୍ୟ ବ୍ୟକ୍ତି ନିଜର ଆବେଦନପତ୍ର, ସମସ୍ତ ଶିକ୍ଷାଗତ ସାର୍ଟିଫିକେଟର କପି ଏବଂ ଅଭିଜ୍ଞତା ପ୍ରମାଣପତ୍ରର ଜେରକ୍ସକୁ ଜୁଲାଇ ୩୧ ସଂଧ୍ୟା ୫ଟା ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।
ଠିକଣା- ଦ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର, ଏମ୍ସ, ସିଜୁଆ, ପି.ଓ-ଡୁମଡୁମା, ଭୁବନେଶ୍ୱର, ପିନ୍- 751019, ଓଡ଼ିଶା
ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ aiimsbhubaneswar.nic.inରେ ଲଗ୍ଇନ୍ କରନ୍ତୁ।