ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସମୟ ବଦଳିବା ସହିତ ଲୋକଙ୍କର ଜୈବନଶୈଳୀରେ ପରବର୍ତ୍ତନ ଆସିଛି। ସବୁଠାରୁ ବଡ଼ କଥା ହେଉଛି ଖାଦ୍ୟ ପେୟର ଅଭ୍ୟାସ ଯଥେଷ୍ଟ ବଦଳିଛି। ଜଙ୍କଫୁଡ ବା ଫାଷ୍ଟଫୁଡ ବର୍ତ୍ତମାନ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ପାଲଟିଛି। ଏହି ଖରାପ ଖାଦ୍ୟାଭ୍ୟାସ ଏବଂ କୌଣସି ଶାରୀରିକ ପରିଶ୍ରମ ନଥିବାରୁ ମୋଟାପଣର ସମସ୍ୟା ଦେଖା ଦେଉଥିବା କୁହନ୍ତି ଡାକ୍ତର ମୌସୁମୀ ମହାନ୍ତି।

ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ବ୍ୟକ୍ତି ମୋଟାପଣର ଶିକାର ହେଉଛନ୍ତି। ତେବେ ମୋଟା ହେବାର କାରଣ କ’ଣ? ପେଟର ଚର୍ବି କମିବ କେମିତି? ଏନେଇ ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମୌସୁମୀ ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Obesity #BellyFat #WaightLoss #FoodHabits #HealthyLife

LEAVE A REPLY

Please enter your comment!
Please enter your name here