ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଛୋଟ ପିଲାଙ୍କର ମଧ୍ୟ କିଡନି ଷ୍ଟୋନ ହୋଇପାରେ। ଏଥିପାଇଁ ବାପା ମା’ ସଚେତନ ହେବା ଆବଶ୍ୟକ। ପରିସ୍ରା ଜନିତ କୌଣସି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

ତେବେ ଛୋଟ ପିଲାଙ୍କର କିଡନି ଷ୍ଟୋନ କାହିଁକି ହୁଏ, ଛୋଟପିଲାଙ୍କର କିଡନି ଷ୍ଟୋନ ହେଲେ ଜାଣିବେ କିପରି, କିଡନି ଷ୍ଟୋନ ଥିଲେ ପରିସ୍ରାରେ ରକ୍ତ ପଡ଼ିଥାଏ କି, କେଉଁ ପରୀକ୍ଷାରୁ କିଡନି ଷ୍ଟୋନ ବିଷୟରେ ଜାଣି ହେବ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ଶିଶୁ ରୋଗ ଏବଂ କିଡନି ରୋଗ ବିଶେଷଜ୍ଞ ଡାକ୍ତର ବିଜୟଲକ୍ଷ୍ମୀ ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #KidneyStoneinChildren #OdiaHealthTips #Causes #Treatment #HealthyLife #DoctorAdvice

Comment