ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ତାରକା ସୁଭଦ୍ରା ପ୍ରଧାନ। ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟିକା ସୁଭଦ୍ରା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ଓଡ଼ିଶା ପାଇଁ ବେଶ୍ ଗୌରବ ଆଣିଛନ୍ତି। ଭାରତୀୟ ହକି ଭିଲେଜ୍ ସୁନ୍ଦରଗଡ଼ର ସଉନାମରାରୁ ଅନ୍ତର୍ଜାତୀୟ ହକି ଟର୍ଫ ପର୍ଯ୍ୟନ୍ତ ତାଙ୍କର ଯାତ୍ରା, ଜାତୀୟ ହକି ଦଳର ନେତୃତ୍ଵ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସହ ତାଙ୍କର ସ୍ଵତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ।

Tags: #OdishaHockey #SubhadraPradhan #WorldCupHockey #HockeyIndia

LEAVE A REPLY

Please enter your comment!
Please enter your name here