ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକ ପରେ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ରାଜଧାନୀ ଭୁବନେଶ୍ୱର ଓ ଷ୍ଟିଲ୍ ସିଟି ରାଉରକେଲାରେ ଖେଳାଯିବ ହକିର ଏହି ମହାସମର। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ।

ପ୍ରଥମଥର ପାଇଁ ବିଶ୍ଵକପ ଭଳି ଏକ ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ରାଉରକେଲାରେ ହେବାକୁ ଯାଉଛି। ବିଶ୍ଵକପକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ସୁନ୍ଦରଗଡ଼ର ଲୋକେ ଆନନ୍ଦିତ ଅଛନ୍ତି। ହକିର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି ହକିର କ୍ରେଜ। ସବୁ ବର୍ଗର କ୍ରୀଡ଼ାପ୍ରେମୀ ଅପେକ୍ଷା କରିଛନ୍ତି ହକି ବିଶ୍ଵକପକୁ। ଦେଖନ୍ତୁ ଭିଡିଓ

Tags: #HockeymensWorldCup2023 #Bhubaneswar #Rourkela #1daytogo #Excitement #People #Sundargarh #Odisha

LEAVE A REPLY

Please enter your comment!
Please enter your name here