ଓଡ଼ିଶାଲାଇଭ୍ ବ୍ୟୁରୋ

 ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ ପ୍ରୟାସ।

ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍‌ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।

ଆଜି ମଧୁବାବୁଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ସେହି କାଳଜୟୀ କବିତାଗୁଡ଼ିକ ମଧ୍ୟରୁ ସୁପ୍ରସିଦ୍ଧ କବିତା ‘ମା’ ମା’ ବୋଲି କେତେ ମୁଁ ଖୋଜିଲି’ ଶୁଣନ୍ତୁ ଏହି ଭିଡିଓରେ।

Tags: #MadhuBabujayanti #UtkalGouravMadhusudanDas #MadhuBabu #ଓଡ଼ିଶା #ମଧୁବାବୁଜୟନ୍ତୀ #ସ୍ୱତନ୍ତ୍ରଉତ୍କଳପ୍ରଦେଶ

 

LEAVE A REPLY

Please enter your comment!
Please enter your name here