ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ଅର୍ଶ ହେଉଛି ମଳାଶୟ ଓ ମଳଦ୍ୱାରଜନିତ ରୋଗ। ଅର୍ଶ ହେବା ଫଳରେ ମଳତ୍ୟାଗ ସମୟରେ ବା ପରେ ମଳଦ୍ୱାରରୁ ରକ୍ତ ନିର୍ଗତ ହୋଇଥାଏ।
ଅର୍ଶ ହେବା ଫଳରେ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ। ଏହା ଦ୍ଵାରା ଶରୀରରେ ଅନ୍ୟନ୍ୟ ରୋଗ ମଧ୍ୟ ଦେଖାଯାଇଥାଏ। ଏହା ଶରୀର ପାଇଁ ବହୁତ କ୍ଷତିକାରୀ ହୋଇଥାଏ।

ତେବେ ଅର୍ଶ କାହିଁକି ହୋଇଥାଏ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଭିଡିଓରେ।

Tags: #NationalDoctorsDay #Piles #Health&Hygiene #HealthAwareness

















