ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଶିଶୁ ଜନ୍ମ ପରେ ପ୍ରତ୍ୟେକ ମା’ମାନଙ୍କଠାରେ ଶାରୀରିକ, ମାନସିକ ତଥା ଭାବନାରେ ପରିବର୍ତ୍ତନ ଆସିଥାଏ। ସେହି ସମୟରେ ମହିଳାଙ୍କର ମନ ପରିବର୍ତ୍ତନ ଅଧିକ ମାତ୍ରାରେ ହୋଇଥାଏ, ଯାହାକୁ ପୋଷ୍ଟପାର୍ଟମ ଡିପ୍ରେସନ ବୋଲି କୁହାଯାଏ।

ତେବେ ଶିଶୁ ଜନ୍ମ ପରେ ପୋଷ୍ଟପାର୍ଟମ ଡିପ୍ରେସନରୁ ମୁକୁଳିବେ କିପରି, ଏ ସମ୍ପର୍କରେ ମନସ୍ତତ୍ୱବିତ ସ୍ୱାଗତିକା ସାମନ୍ତରାୟ କ’ଣ କହୁଛନ୍ତି ଜାଣିବା ସ୍ୱାସ୍ଥ୍ୟପ୍ଲସ୍‌ ଓଡ଼ିଆର ଏହି ଭିଡିଓରେ।

Tags: #HealthCare #MentalHealth #PostpartumDepression #HealthAwareness #DoctorsAdvice #OdiaHealthTips

Comment