ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସୁସ୍ଥ ମଣିଷ କହିଲେ ଆମେ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତାକୁ ବୁଝି ଥାଉ। ହେଲେ ଆମ ସମାଜରେ ମାନସିକ ସ୍ଵାସ୍ଥ୍ୟ ଏବଂ ମାନସିକ ରୋଗକୁ ନେଇ ସଚେତନତା ନାହିଁ। ଏହି ମାନସିକ ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିବା ସହିତ ବିଭିନ୍ନ ଅନ୍ଧବିଶ୍ୱାସ ମଧ୍ୟ ଦେଖିବାକୁ ମିଳୁଛି।

ତେବେ ମାନସିକ ରୋଗକୁ ନେଇ ରହିଥିବା ଭୁଲ ଧାରଣାକୁ କେମିତି ଦୂର କରିବେ, ମାନସିକ ରୋଗ ବେଳେ ପରିବାର ସଦସ୍ୟଙ୍କ ଦାୟିତ୍ଵ କ’ଣ, ମାନସିକ ରୋଗକୁ ନେଇ ଆମ ସମାଜରେ କ’ଣ ସବୁ ରହିଛି ଭୁଲ ଧାରଣା ରହିଛି, ସେ ସମସ୍ତ ବିଷୟରେ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #MentalHealth #OdiaHealthTips #DoctorAdvice

Comment