ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଘଟିଲେ ଥାଇରଏଡ୍ ସମସ୍ୟା ଦେଖାଯାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳିଥାଏ।

କାହିଁକି ଦେଖାଦିଏ ଥାଇରଏଡ ସମସ୍ୟା? କ’ଣ ରହିଛି ଏହାର କାରଣ ଏବଂ କିପରି ଏହାର ଚିକିତ୍ସା କରାଯାଏ? ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା କିଭଳି ପ୍ରଭାବ ପକାଇଥାଏ? ସେ ନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags:  #ThyroidDay #ThyroidDisease #HypoThyroidism #ThyroidProblem #Pregnancy

LEAVE A REPLY

Please enter your comment!
Please enter your name here