ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟବ୍ୟୁରୋ

ଗର୍ଭଧାରଣ କରିବା ପୂର୍ବରୁ ପ୍ଲାନ୍‌ ହେବା ନିହାତି ଜରୁରୀ। ଏହା ଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ।

ତେବେ ଗର୍ଭଧାରଣ ପାଇଁ ପ୍ଲାନ କରିବା ପୂର୍ବରୁ କ’ଣ କରିବେ, କ’ଣ କରିବେ ନାହିଁ, ଗର୍ଭଧାରଣ କରିବାର ସଠିକ୍ ବୟସ କେତେ ଓ ଗର୍ଭଧାରଣ କରିବା ପୂର୍ବରୁ ପ୍ଲାନ କରିବା କାହିଁକି ଜରୁରୀ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶୀବାନି ଦେବୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ ଦେଖନ୍ତୁ।

Tags: #Pregnancy #PregnancyPreparation #OdiaHealthTips #DoctorsAdvice

Comment