ଓଡ଼ିଶାଲାଇଭ୍ ବ୍ୟୁରୋ

https://youtu.be/nZczECMatFA?si=B6H104zySTRmAQok

ଓଡ଼ିଆ ଭଜନ ଜଗତରେ ଆଉ ଏକ ଲୋକପ୍ରିୟ ଭକ୍ତି ସଙ୍ଗୀତ ହେଉଛି ‘ଜଗା ହାତେ ଅଛି ଭାଇ ଆମରି ପଘା…’। ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ହେ ଚକାନୟନ’ କାର୍ଯ୍ୟକ୍ରମରେ ଏହି ଗୀତଟିକୁ ପରିବେଷଣ କରି ଶ୍ରୋତାଙ୍କୁ ମୁଗ୍ଧ କରିଛନ୍ତି ଗାୟକ ଚିନ୍ତାମଣି ମହାରଣା।

ଏହି ଭକ୍ତି ସଙ୍ଗୀତଟି ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମ୍ପର୍ପଣ କରାଯାଇଛି। ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ସମସ୍ତ ଜୀବନ ଡୋରି ରହିଥିବା ଏହି ସଙ୍ଗୀତ ମାଧ୍ୟକରେ ଜଣାଇବାକୁ ଚାହୁଁଛନ୍ତି ଗାୟକ ଚିନ୍ତାମଣି ମହାରଣା।

Tags: #odiabhajan #classicalmusic #singer #srijagannath #chintamanimaharana

Comment